Latest Odisha News

BREAKING NEWS

ଆମେରିକାର ଫ୍ଲୋରିଡ଼ାରେ ପାଳିତ ହେଲା ଦୂର୍ଗାପୂଜା

ୱାଶିଂଟନ : ଗତ ଅକ୍ଟୋବର ୯ ତାରିଖରେ ହରିକେନ “ମିଲଟନ”ର ପ୍ରକୋପରେ ଘଟିଥିବା ବ୍ୟାପକ କ୍ଷୟକ୍ଷତିରୁ ଏ ଯାଏଁ ମୁକୁଳି ପାରିନାହାନ୍ତି ଆମେରିକାର ଦକ୍ଷିଣାପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଜନ ସାଧାରଣ। ଏବେବି ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ । ଏ ସମସ୍ତ…

ଏହି ଫିଲ୍ମ ପାଇଁ ନାସିରୁଦ୍ଦିନଙ୍କ ପ୍ରଶ୍ନ: ସମସ୍ତ ଆତଙ୍କବାଦୀ ମୁସଲମାନ କାହିଁକି ?

ମୁମ୍ବାଇ: ଅଜୟ ଦେବଗାନଙ୍କ ଫିଲ୍ମ 'ଔରୋଁ ମୈଁ କାହାଁ ଦମ୍ ଥା' ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ଏହା ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହେଉଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀରଜ ପାଣ୍ଡେ ଏବଂ ଶୀତଲ ଭାଟିଆ। ଏକାଠି ସେମାନଙ୍କର ପ୍ରଥମ ଉଦ୍ୟମ ଥିଲା 'ଏ ୱେଡନେସ ଡେ' ନାମକ…

ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଏବେ ଏକ ନୂଆ ତଥ୍ୟ ସାମନାକୁ ଆସିଛି। ବାବା ସିଦ୍ଦିକିଙ୍କ ପୁଅ ତଥା…

୨୦୨୪ର ସୁନ୍ଦରୀ ଶାକାହାରୀ ସେଲିବ୍ରିଟି ବନିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଭାରତ ପକ୍ଷରୁ 'ସବୁଠୁ ସୁନ୍ଦର ଶାକାହାରୀ ସେଲିବ୍ରିଟି' ଭାବେ ସମ୍ମାନିତ କରାଯାଇଛି। ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ଦିନ ଧରି…

ରାଜକୁମାର ରାଓ ୮୦୦ କୋଟି ଟଙ୍କା ଫିଲ୍ମ ଦେବା ପରେ ମଧ୍ୟ କିଣି ପାରିବେ ନାହିଁ ମହଙ୍ଗା କାର, କିନ୍ତୁ କାହିଁକି?

ମୁମ୍ବାଇ: ରାଜକୁମାର ରାଓଙ୍କ ଫିଲ୍ମ କ୍ୟାରିୟର ବର୍ତ୍ତମାନ ଫୁଲ୍ ସ୍ପିଡ୍ ସହ ଟ୍ରାକରେ ଚାଲିଛି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ବିକି ବିଦ୍ୟା କା ୱୋ ୱାଲା ଭିଡିଓ’ ରିଲିଜ୍ ହୋଇଛି, ଯାହା ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ରାଜକୁମାର ରାଓ ଏବଂ ତ୍ରୁପ୍ତି ଡିମ୍ରି ଅଭିନୀତ ଏହି…

ସ୍ମାର୍ଟଫୋନ୍ ଚାର୍ଜ କରିପାରିବ ଏହି ଗଛ! ପରିବେଶକୁ ମଧ୍ୟ ଶୁଦ୍ଧ ରଖିବାରେ ହେବ ସକ୍ଷମ…

ନୂଆଦିଲ୍ଲୀ: ବିଜ୍ଞାନ ପ୍ରାୟତଃ ଅନେକ ସମୟରେ ଅଦ୍ଭୁତ ପ୍ରକାରର ଜିନିଷ ଆବିଷ୍କାର କରିଥାଏ । ଆଜିର ସମୟରେ ସମଗ୍ର ବିଶ୍ୱରେ ସବୁଜ ଶକ୍ତି ଆବଶ୍ୟକ । ବିଶ୍ୱରେ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି କୋଇଲା ଏବଂ ତେଲ ଭଳି ଇନ୍ଧନ ଜାଳିବା ପୃଥିବୀକୁ ଆହୁରି ଗରମ କରୁଛି । କିନ୍ତୁ ନ୍ୟୁୟର୍କର…

ସୁଧୁରୁ ନାହାନ୍ତି ଟ୍ରୁଡୋ, ଭାରତର କଡା ଭର୍ତ୍ସନା

ନୂଆଦିଲ୍ଲୀ: କଡା ତାଗିଦ ସତ୍ତ୍ୱେ ସୁଧୁରୁ ନାହାନ୍ତି କାନାଡା ସରକାର । ନେଉଛନ୍ତି ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ । ମିଛ ଅଭିଯୋଗ ଆଣି ବାରମ୍ବାର ଭାରତ ବିରୋଧୀ ବୟାନ ଦେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏବେ କାନାଡା ସରକାରଙ୍କ ଆଉ ଏକ ପଦକ୍ଷେପରେ ନୂଆଦିଲ୍ଲୀ…

ଅର୍ଥନୀତିରେ ମିଳିତ ଭାବେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ୨୦୨୪ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି। ଏହି ନୋବେଲ ପୁରସ୍କାର ଚଳିତ ଥର ୩ ଜଣ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଉଛି। ସେମାନେ ହେଲେ- ଡେରାନ୍ ଆସେମୋଗ୍ଲୋ, ସାଇମନ୍ ଜନସନ ଏବଂ ଜେମ୍ସ ଏ ରବିନସନ।…

କ’ଣ କରିବେ ଅମର ଶତପଥୀ?

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର…

ସହଜ ଓ ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ…

ପୁରୀ: ଆହୁରି ସହଜ ହେବ ମହାପ୍ରଭୁଙ୍କ ଦର୍ଶନ । ଭକ୍ତମାନେ କିପରି ଶୃଙ୍ଖଳିତ ଓ ସୁରୁଖୁରରୁରେ ଦର୍ଶନ କରିପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ତେବେ ନାଟମଣ୍ଡପରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା ।…