Latest Odisha News

BREAKING NEWS

‘ଓଡ଼ିଶା ପର୍ବ- ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ଓଡିଶା ପର୍ବ–୨୦୨୪ର ଆଜି ଅନ୍ତିମ ଦିନ। ଆଜିର ଏହି ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ସାମିଲ। ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ସରକାର,…

ଏ.ଆର୍ ରେହମାନଙ୍କ ନୋଟିସ୍, ୨୪ ଘଣ୍ଟାରେ ଡିଲିଟ୍… 

ନୂଆଦିଲ୍ଲୀ: ମ୍ୟୁଜିକ କମ୍ପୋଜର ଏ ଆର୍ ରେହମାନ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ମାମଲା ଚର୍ଚ୍ଚାରେ ରହିଛି। କିଛି ଦିନ ପୂର୍ବରୁ ଏ.ଆର୍ ରେହମାନ ଏନେଇ ଘୋଷଣା କରିବା ପରେ ଟ୍ରୋଲ୍ ର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ଯେଉଁମାନେ ତାଙ୍କୁ ବଦନାମ କରୁଛନ୍ତି, ସେମାନଙ୍କ…

କାଲି ବନ୍ଦ ରହିବ ଜଗା ଦର୍ଶନ..ଜାଣନ୍ତୁ କେଉଁ ସମୟରେ?

ପୁରୀ: କାଲି ବନ୍ଦ ରହିବ ଜଗା ଦର୍ଶନ । ମହାପ୍ରଭୁଙ୍କ ଗୁପ୍ତ ନୀତି ପାଇଁ କିଛି ସମୟ ପାଇଁ ତିନି ଠାକୁରଙ୍କ ସାନିଧ୍ୟ ଲାଭ କରିବାରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । ଗୁପ୍ତ ନୀତି ସଂପର୍ଣ୍ଣ ହେବା ପରେ ଦର୍ଶନ ସ୍ବାଭାବିକ ହେବ । ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ…

ଓ୍ବାକଫ୍‌ ବିଲ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର: ଓ୍ବାକଫ୍ (ସଂଶୋଧନ) ବିଲ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ଏହି ବିଲ୍ ଆସିଲେ ହିନ୍ଦୁ ମୁସଲମାନ ବିଭେଦ ସୃଷ୍ଟି ହେବ ଅଭିଯୋଗ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଆଜି ଓ୍ବାକଫ୍‌(ସଂଶୋଧନ) ବିଲ୍‌କୁ ବିରୋଧ କରି ରାଜଭବନ ନିକଟସ୍ଥ ସର୍କିଟ୍‌…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ମସ୍କ

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ଶିଳ୍ପପତି ଏଲୋନ୍ ମସ୍କ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଏଥିସହିତ ଆମେରିକାର ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ଖୋଳତାଡ଼ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ମସ୍କ କହିଛନ୍ତି ଯେ ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ ଗଣତି…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

‘ଯୁବବର୍ଗଙ୍କ ପ୍ରାଣରେ ଅନୁଶାସନ, ନେତୃତ୍ଵ ଓ ସେବା ଭାବନା ଭରିଥାଏ ଏନସିସି’

ନୂଆଦିଲ୍ଲୀ: ୧୧୬ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଷଷ୍ଠ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମ । ଆଜିର ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଫଲୋଅର୍ସ ୫୦ ଲକ୍ଷରୁ ଅଧିକ, ମାତ୍ର ୧୫୫ରେ ହାରିଲେ ନିର୍ବାଚନ

ମୁମ୍ବାଇ: ସିନେ ଜଗତରେ ନିଜର ଛାପ ଛାଡିବା ପରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ରାଜନୀତିରେ ପାଦ ଥାପିଛନ୍ତି । କେତେକ ରାଜନୀତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କେତେକଙ୍କ ଲୋକପ୍ରିୟତା ରାଜନୀତିରେ ଫେଲ୍ ମାରିଛି । ସେହିଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର…