Latest Odisha News

BREAKING NEWS

ହଟିଲା ରାଷ୍ଟ୍ରପତି ଶାସନ: ଫିଟିଲା ନୂତନ ସରକାର ଗଠନର ବାଟ

ନୂଆଦିଲ୍ଲୀ: ଦୀର୍ଘ ୬ବର୍ଷ ପରେ ଜାମ୍ମୁ-କାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତକାଲି ରାଷ୍ଟ୍ରପତି ଶାସନ ହଟାଯିବା ପରେ ଏବେ ନୂତନ ସରକାର ଗଠନ ପାଇଁ ବାଟ ଫିଟିଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ଜାମ୍ମୁ-କଶ୍ମୀରରେ…

ଓଡିଶାରୁ ବିଦାୟ ନେଲା ମୌସୁମୀ, ଏବେ କେମିତି ରହିବ ଆଗକୁ ପାଗ….

ଭୁବନେଶ୍ୱର: ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ…

ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣା : କିପରି ଥିଲା ସୁଟରମାନଙ୍କ ପ୍ଲାନିଂ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ରାତି ପ୍ରାୟ 9 ଟା 30 ସମୟରେ ଗୁଳିକରି ହତ୍ୟା କରାଯାଇଛି। ଏହି ସମୟରେ ସେହି ଅଞ୍ଚଳରେ ଦଶହରା ଅବସରରେ ଏକ ଶୋଭାଯାତ୍ରା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ବାବା ସିଦ୍ଦିକୀ ମୁମ୍ବାଇ ବାନ୍ଦ୍ରା…

ଦିଲ୍ଲୀ ପରେ ଗୁଜୁରାଟ ଆଙ୍କଲେଶ୍ୱରରେ ୫ ହଜାର କୋଟିର ଡ୍ରଗ୍ସ ଜବତ

ଗାନ୍ଧୀନଗର: ସାରା ଦେଶରେ ମାଡୁଛି ଧଳା ଜହରର ଚେର। ବାରମ୍ବାର ଚଢାଉ ହେଲେ ମଧ୍ୟ ଥମୁନି ଏହି ରାକେଟ । କିଛି ଦିନ ପୂର୍ବରୁ ଦିଲ୍ଲୀରେ ୫ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ  ଆଜି ଗୁଜରାଟର ଆଙ୍କଲେଶ୍ୱର ସହରରେ ଜବତ ହୋଇଛି ୫ ହଜାର କୋଟିର କୋକେନ। ଦିଲ୍ଲୀ ଓ ଗୁଜରାଟ ପୁଲିସର ମିଳିତ…

କର୍ଣ୍ଣାଟକରେ ମୁଦା ସ୍କାମ: ଜମି ଫେରାଇବେ ଖଡଗେ ପରିବାର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଳିଛି  ମହୀଶୂର ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣ(ମୁଦା) ସ୍କାମ। ଜମି ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ…

ଫାଇନାଲ ପ୍ରବେଶ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ କ୍ୱାଲିଫାୟର କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ଟୋୟାମ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ବିଜୟ ସହ ଉଭୟ ଟିମ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିବ । ବାକ୍ସୀ ଷ୍ଟାଡିୟମରେ ଅକ୍ଟୋବର ୧୩ରେ ଏହି ମ୍ୟାଚ ଖେଳାଯିବ । କୋଣାର୍କ ସୂର୍ଯ୍ୟାସ…

ଅଜବ ପରମ୍ପରା, ଲୋକେ ପିଅନ୍ତି ମୃତବ୍ୟକ୍ତିଙ୍କ ପାଉଁଶରେ ପ୍ରସ୍ତୁତ ସୁପ୍

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପରମ୍ପରା ରହିଛି । ଦୁନିଆରେ ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କର ଭିନ୍ନ ଭିନ୍ନ ରୀତିନୀତି ରହିଛି । ସେହି ଜନଜାତି ମାନଙ୍କ ମଧ୍ୟରୁ ଅନେକଙ୍କର ଏପରି ପରମ୍ପରା ଥାଏ ଯାହା ସାଧାରଣତଃରେ ଅଦ୍ଭୁତ ଲାଗେ । ସେଗୁଡିକ…

କ୍ୱାଲିଫାୟର ୨ରେ ଟୋୟାମ ହାଇଦ୍ରାବାଦକୁ ଭେଟିବ କୋଣାର୍କ ସୂର୍ଯ୍ୟାସ

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ଟୋୟାମ ହାଇଦ୍ରାବାଦ ୭ ୱିକେଟରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି । କ୍ୱାଲିଫାୟର ୧ରେ କୋଣାର୍କ ସୂର୍ଯ୍ୟାସ ଭଲ ପ୍ରଦର୍ଶନ କରିବା ସତ୍ୱେ ସଦର୍ଣ୍ଣ ସୁପରଷ୍ଟାର୍ସ ନିକଟରୁ ହାରି ଯାଇଥିଲା । ଏବେ…

ହକି ଇଣ୍ଡିଆ ଲିଗ: ୪୮ ଲକ୍ଷରେ ଅମିତ ରୋହିଦାସଙ୍କୁ ନେଲା ତାମିଲନାଡୁ ଡ୍ରାଗନ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗର ଖେଳାଳି ନିଲାମ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଓଡିଶାର ଷ୍ଟାର ଖେଳାଳି ଅମିତ ରୋହୀଦାସଙ୍କୁ ଏହି ନିଲାମରେ ୪୮ ଲକ୍ଷ ପ୍ରାଇସରେ ତାମିଲନାଡୁ ଡ୍ରାଗନ୍ସ ନେଇଛି । ଏହି ସଂସ୍କରଣରେ ଡିଫେଣ୍ଡର ଅମିତ ଚେନ୍ନାଇର ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଖେଳିବେ…

ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ବଢିଲା ଭାଇଜାନଙ୍କ ସୁରକ୍ଷା

ମୁମ୍ବାଇ: ମୁମ୍ଵାଇର ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ୍ ର ଭାଇଜାନ ସଲମାନ ଖାନଙ୍କ ସୁରକ୍ଷା ବଢ଼ିଲା । କଡା ସୁରକ୍ଷା ମଧ୍ୟରେ ନଜର ଆସିଲେ ସଲମାନଖାନ । ଅଭିନେତାଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି ।…