ଭାରତୀୟ ସେନାରେ ଇତିହାସ ପାଲଟିବ ‘ଗୋର୍ଖା ବାହିନୀ’!
ନୂଆଦିଲ୍ଲୀ: ଯଦି କିଏ ମୃତ୍ୟୁକୁ ଡରେନି ବୋଲି କହୁଥାଏ ତବେ ସିଇ ମିଛ କହୁଛି କିମ୍ବା ସେ ଜଣେ ନିଶ୍ଚିତ ଭାବେ ଗୋର୍ଖା ହୋଇଥିବ । ୧୮୧୪ରେ ନେପାଳର ଗୋର୍ଖା ବାହିନୀ ସହ ଇଂରେଜ ସେନାର ଭୟଙ୍କର ଲଢେଇ ହୋଇଥିଲା । ଆଉ ସେହି ଦିନ ନେପାଳୀମାନେ କେତେ ବୀର ଓ ଦୁର୍ଦ୍ଧଷ ତାହା ଦେଖିଥିଲେ ଇଂରେଜ ।…