ଗର୍ଭାବସ୍ଥାରେ ସୋୟାଦୁଗ୍ଧ ପିଇବା କେତେ ନିରାପଦ…
ଭୁବନେଶ୍ୱର: ସାଧାରଣତଃ ଗର୍ଭାବସ୍ଥାର ପ୍ରଥମ ତିନି ମାସ ପର୍ଯ୍ୟନ୍ତ ସୋୟାଦୁଗ୍ଧ ପିଇବା ନିରାପଦ ବୋଲି କୁହାଯାଏ l ଏହା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ହେବା ସହ ଆପଣଙ୍କୁ ଅନେକ ଲାଭ ମଧ୍ୟ ଦେଇଥାଏ l ସୋୟାଦୁଗ୍ଧ ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା ଭୃଣର ବିକାଶ ପାଇଁ ନିହାତି ଜରୁରୀ l…