Latest Odisha News

BREAKING NEWS

କିଷାନ କ୍ରେଡିଟ କାର୍ଡ କ’ଣ , କେତେ ଋଣ ମିଳିବ ଏବଂ ଏହାର ଲାଭ କିପରି ପାଇବେ?

ନୂଆଦିଲ୍ଲୀ: କୃଷକମାନଙ୍କ ମଧ୍ୟରେ କିଷାନ କ୍ରେଡିଟ୍ କାର୍ଡ (KCC)ହେଉଛି ସବୁଠାରୁ ଲୋକପ୍ରିୟ ଯୋଜନା | କୃଷକମାନଙ୍କ ପାଇଁ ଲୋନ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟରେ ୧୯୯୮ ମସିହାରେ କେସିସି ଯୋଜନା ଆରମ୍ଭ କରାଯାଇଥିଲା। ଏଥିରେ କୃଷକମାନଙ୍କୁ କୃଷି ଉଦ୍ଦେଶ୍ୟରେ ଲୋନ ଦିଆଯାଏ | ଏହି ଯୋଜନାରେ…

କାହିଁକି ମୃତ୍ୟୁ ପରେ ଲଣ୍ଡା ହୁଅନ୍ତି ସଂପର୍କୀୟ? କ’ଣ ରହିଛି କାରଣ ଜାଣନ୍ତୁ….

ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଅନେକ ରୀତିନୀତି ରହିଛି  । ବିଶେଷ କରି ହିନ୍ଦୁ ଶାସ୍ତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ରୀତିନୀତି ଓ ପରମ୍ପରା ପାଳନ  ହେଉଥିବାର ଦେଖିବାକୁ ମିଳିଥାଏ । ସେଥିପାଇଁ ହିନ୍ଦୁ ପରିବାରର କେହି ମରିଗଲେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ  ଅନେକ…

ବୈଭବଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଜୟ ହଜାରେ ଟ୍ରଫିର ବିହାର ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅବସରରେ ସେ ଏହି ରେକର୍ଡ କରିଛନ୍ତି । ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ବୈଭବ ଲିଷ୍ଟ-ଏ କ୍ରିକେଟ…

ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ ବରଂ ଲାଗୁଛି ୩ ପ୍ରକାର ଟିକସ

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ନିଷ୍ପତ୍ତି ନିଆଯାଇଛି। ପରିଷଦ ଅନୁଯାୟୀ ଜିଏସ୍ଟି (ଜିଏସ୍ଟି ଅନ୍ ପପକର୍ଣ୍ଣ) ର ବିଭିନ୍ନ ସ୍ଲାବରେ ପପକର୍ଣ୍ଣକୁ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ ଏହାକୁ…

କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ ଘଟଣା, ୨ ଗିରଫ

କୋରାପୁଟ: କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ କରିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ ଝାଡ଼ବାନ୍ଧର…

ବଢିଲା ରାହୁଲଙ୍କ ଅଡୁଆ: ଆସିଲା କୋର୍ଟ ଡାକରା…

ନୂଆଦିଲ୍ଲୀ: ଲୋକସଭାରେ ଠେଲାପେଲା ଘଟଣାରେ ସଂପୃକ୍ତି ନେଇ ରାହୁଲ ବିବାଦରେ ଥିବା ବେଳେ ଏବେ ଆଉ ଏକ ନୂଆ ଅଡୁଆରେ ଫସିଲେଣି ଗାନ୍ଧୀ । ରାହୁଲଙ୍କୁ ବରେଲି କୋର୍ଟ ସମନ ଜାରି କରିଛନ୍ତି । ଆସନ୍ତା ଜାନୁଆରୀ  ୭ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ତେବେ ନିର୍ବାଚନ ବେଳେ…

ଏବେଠାରୁ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କର ୪୨,୫୦୦ ଫଇସଲା

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ କୃତ୍ରିମ ଇଣ୍ଟେଲିଜେନ୍ସ (AI) ବ୍ୟବହୃତ ହେଉଛି। ଆଇନଗତ କାର୍ଯ୍ୟରେ ମଧ୍ୟ ଏଆଇର ବ୍ୟବହାର ବୃଦ୍ଧି ପାଉଛି। ଏହା ମାଧ୍ୟମରେ ସୁପ୍ରିମକୋର୍ଟର ୩୬,୩୨୪ ନିଷ୍ପତ୍ତି ହିନ୍ଦୀରେ ଅନୁବାଦ ହୋଇଥିବାବେଳେ ୪୨,୭୬୫ ନିଷ୍ପତ୍ ୧୭ଟି ଆଞ୍ଚଳିକ ଭାଷାରେ ଅନୁବାଦ…

କୁଏତରେ ଶୁଭିଲା ଜୟ ଜଗନ୍ନାଥ: ଓଡିଆ ପୁଅଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୁଏତରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି ମୋଦି । ଏଇରେ ଓଡ଼ିଆ ଶ୍ରମିକଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହୋଇଛନ୍ତି ମୋଦି । ଦୁଇ ଦିନିଆ କୁଏତ ଗସ୍ତରେ…

ହେଲ୍‌ପଲାଇନ ନମ୍ବର ୧୯୩୦ ବ୍ୟବହାର କରନ୍ତୁ, ସାଇବର ଠକେଇରୁ ବଞ୍ଚନ୍ତୁ

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ଏବଂ ଡିଜିଟାଲ ଠକେଇର ବୃଦ୍ଧି ପାଉଛି। ଏହି ଘଟଣାଗୁଡ଼ିକ ମଧ୍ୟରେ ସରକାର ଦେଇଥିବା ଏହି ହେଲ୍ପଲାଇନ ନମ୍ବର ଆପଣଙ୍କୁ ସାହାଯ୍ୟ କରିପାରିବ। ଏହି ନମ୍ବରର ସାହାଯ୍ୟରେ ଆପଣ କୌଣସି ଠକାମୀର ଶିକାର ହେବାକୁ ଏଡ଼ାଇ ପାରିବେ। ଆସନ୍ତୁ ଏହାର ସମ୍ପୂର୍ଣ୍ଣ ଗଣିତ…

ରୁବେନଙ୍କ କଲମରୁ ନବୀନଙ୍କ ଜୀବନୀ: ସମୀର କହିଲେ, ଦ୍ବିମତ ନାହିଁ…

ଭୁବନେଶ୍ବର: ୨୦୨୪ରେ ୨୪ ବର୍ଷ ସରକାରର ପତନ ପରେ ଏହାରି ଉପରେ ଆଧାରିତ ଏକ ପୁସ୍ତକ ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଆଉଟଲୁକ୍ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ । ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଳୋଭପାତ…