ବିବାହରେ ଝଗଡ଼ା ହେବାରୁ କାର ଚଢାଇ ଦେଲେ ଯୁବକ, ୯ ଆହତ
ଜୟପୁର: ରାଜସ୍ଥାନର ଡାଉସା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ବରର ଭାଇଙ୍କ ସହ ବିବାଦ ପରେ ଜଣେ ଯୁବକ ଅନ୍ୟ ଲୋକଙ୍କ ଉପରେ କାର ଚଢାଇ ଦେଇଥିଲେ। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି।
ତେବେ ରବିବାର ରାତିରେ ଲଡପୁରା ଗ୍ରାମରେ ଏହି ଅଘଟଣ ଘଟିଥିବା ଜଣାପଡିଛି।
ଘଟଣା…