ବସ ଧକ୍କାରେ ପୋଲିସ କନଷ୍ଟେବଳଙ୍କ ସମେତ ଦୁଇ ମୃତ
ନୂଆଦିଲ୍ଲୀ: ଦିଲ୍ଲୀର ଆଉଟର୍ ରିଙ୍ଗ ରୋଡରେ ଅବସ୍ଥିତ ମଠ ବଜାର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ସମେତ ଦୁଇ ଜଣଙ୍କର ମୃତ୍ଯୁ ଘଟିଛି।
ମୃତକ ଦ୍ୱୟ ହେଲେ କନଷ୍ଟେବଳ ଭିକ୍ଟର ଓ ଅନ୍ୟ ଜଣେ ପଥଚାରୀ।
ଗାଜିପୁର ନିବାସୀ ଦିଲ୍ଲୀ ପରିବହନ ନିଗମର ବସ୍ ଡ୍ରାଇଭର ବିନୋଦ…