Latest Odisha News

BREAKING NEWS

ଦୀପ ବନାମ ଗୁଳି: ଅଯୋଧ୍ୟାରେ ଦୀପୋତ୍ସବକୁ ନେଇ ଅଖିଳେଶ ଏବଂ ଯୋଗୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଦୀପୋତ୍ସବ ସମୟରେ ଦୁଇଟି ବିଶ୍ୱ ରେକର୍ଡ ସ୍ଥାପନ ହୋଇଥିଲା। ପ୍ରଥମତଃ, ପ୍ରଭୁ ରାମଙ୍କ ନଗରୀକୁ ୨.୬୧୧ ନିୟୁତ ଦୀପରେ ଆଲୋକିତ କରାଯାଇଥିଲା ଏବଂ ଦ୍ୱିତୀୟତଃ, ସରୟୁ ନଦୀର ଆରତୀରେ ଏକକାଳୀନ ୨.୧୧୭ ଜଣ ଲୋକ ଅଂଶଗ୍ରହଣ କରିଥିଲେ। ଏହା ନିଜ ଭିତରେ ଏକ ଅନନ୍ୟ ବିଶ୍ୱ…

ଦୀପାବଳିରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ପୋଷ୍ଟ ଅଫିସର ୫ଟି ଶ୍ରେଷ୍ଠ ଯୋଜନା

ନୂଆଦିଲ୍ଲୀ: ଦୀପାବଳି ଧନ ଓ ସମୃଦ୍ଧିର ପର୍ବ। ଏହି ସମୟରେ ସମସ୍ତେ ଚାହାଁନ୍ତି ଘରେ ଲକ୍ଷ୍ମୀଙ୍କ ଆଗମନ ହେଉ। ଯଦି ଆପଣ ଏହି ଦୀପାବଳିରେ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ବିନିଯୋଗ କରି ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ପାଞ୍ଚଟି ଯୋଜନା ଆପଣଙ୍କ ପାଇଁ ଉପଯୁକ୍ତ। ଏହି…

Air pollution: ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ, ସନ୍ଧ୍ୟାରେ ନେଇପାରେ ଭୟଙ୍କର ରୂପ

ଭୁବନେଶ୍ୱର: ଡରାଇଲାଣି ବାୟୁ ପ୍ରଦୂଷଣ। ଦୀପାବଳୀ ପୂର୍ବରୁ ହିଁ ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ। ଆଜି ସନ୍ଧ୍ୟାରେ ନେଇପାରେ ଭୟଙ୍କର ରୂପ। କାରଣ ଭୁବନେଶ୍ବରର ବାୟୁମଣ୍ଡଳ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟମଧରଣର ପ୍ରଦୂଷିତ ହୋଇଛି। ଲଗାତାର ଗୋଟିଏ ସପ୍ତାହ ହେଲା ଏଭଳି…

Weather Update: ବଙ୍ଗୋପସାଗରରେ ଲଘୁଚାପ: ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ…

ହଷ୍ଟେଲରେ ମିଳିଲା ମଦ ପାଉଚ୍; ୯ ହାଇସ୍କୁଲର ଛାତ୍ର ବହିଷ୍କୃତ

ନବରଙ୍ଗପୁର: ହଷ୍ଟେଲରେ ମଦ ପାଉଚ୍ ମିଳିବା ପରେ ୯ ଛାତ୍ର ବହିଷ୍କୃତ । ପାପଡ଼ାହାଣ୍ଡି ବ୍ଲକ ମାନିଗା ସରକାରୀ ହାଇସ୍କୁଲର ୯ ଛାତ୍ର ବହିଷ୍କୃତ ହୋଇଛନ୍ତି । ସୂଚନାଥାଉକି, ନବମ ଶ୍ରେଣୀର ୪ ଓ ଦଶମ ଶ୍ରେଣୀର ୫ ଛାତ୍ର ବହିଷ୍କୃତ ହୋଇଛନ୍ତି । ତେବେ ୭ ଦିନ ପାଇଁ ସ୍କୁଲ୍‌ରୁ ବହିଷ୍କାର…

ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍‌ ଚିଆଁ-ପାରସ୍‌ ଯୋଡ଼ି

ବରଗଡ଼:ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍‌ ଚିଆଁ-ପାରସ୍‌ ଯୋଡ଼ି । ଚିଆଁ ଓରଫ ବୁଦ୍ଧଦେବ ବିଶ୍ବାଳ ନାଁରେ ୨ଟି ହତ୍ୟା ୬ ଡକାୟତି ମାମଲା ରହିଛି ।ସେହିପରି ପାରସ୍‌ ରାମ ଭାନୁଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଏକାଧିକ ଡକାୟତି ମାମଲା ରହିଛି । ବରଗଡ଼ ସ୍ପେଶାଲ୍‌ ସ୍କ୍ବାଡ୍‌ ଦ୍ବାରା ଗିରଫ ନେଇ ଏସ୍‌ପି…

Diwali Wish:ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ; ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବାକୁ କହିଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ ସବୁଜ ଦୀପାବଳି ପାଳନ ପାଇଁ ନିବେଦନ…

‘Ama Bus’ Service: ଆସନ୍ତାକାଲି ଅପରାହ୍ନରେ ଗଡିବନି ଆମ ବସ୍

ଭୁବନେଶ୍ବର:ରାତି ପାହିଲେ ଦୀପାବଳି । ତେବେ ଦୀପାବଳି ପାଇଁ କାଲି ଅପରାହ୍ଣରେ ଚାଲିବନି 'ଆମ ବସ୍'। ଆସନ୍ତାକାଲି ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ । ରବିବାର ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ସୂଚନା ଦେଇଛି । ଏହାର ଏକ୍ସ ହ୍ୟାଣ୍ଡେଲରେ CRUT କହିଛି ଯେ…

No Kings:ଆମେରିକା ଇତିହାସର ସବୁଠାରୁ ବଡ଼ ପ୍ରତିବାଦ; ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

ୱାଶିଂଟନ: ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିରୋଧ କରିବା ପାଇଁ ଲକ୍ଷ ଲକ୍ଷ ଲୋକ ଆମେରିକାର ରାସ୍ତାକୁ ଓହ୍ଲାଇଛନ୍ତି। ଏହା ଆମେରିକୀୟ ଇତିହାସର ସବୁଠାରୁ ବଡ଼ ପ୍ରତିବାଦ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରତିବାଦରେ ଆମେରିକୀୟ ଜନସାଧାରଣ ରାସ୍ତାକୁ…

ଭାଇରାଲ ହେଲା ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକଙ୍କ ଭିଡିଓ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଏବେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଖେଳୁଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚରେ ଟିମ ଇଣ୍ଡିଆର ଉପ ଅଧିନାୟକ ଶ୍ରେୟାଶ ଆୟର ଆଭରେଜ ପ୍ରଦର୍ଶନ କରିଥିଲେ । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ…