ପାଣିରେ ଭାସିଗଲା ୫ କୋଟିର ପ୍ରକଳ୍ପ: ପ୍ରଥମ ବନ୍ୟାରେ ଖୋଲିଗଲା ବିକାଶର ପୋଲ୍, କିଏ ଖାଇଲା ଟଙ୍କା?
କଟକ: ବିକାଶ ନାଁରେ କେମିତି ଚାଲିଛି ମହା ଦୁର୍ନୀତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ। ସାମାନ୍ୟ ବନ୍ୟା ପାଣି ମାଡ଼ରେ ତାସ୍ ଘର ପରି ଧୋଇଯାଇଛି ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂଆ ରାସ୍ତା। ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା କେମିତି ସାଧାରଣ…