Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ମୃତ, ୧୦ ଗୁରୁତର

ଭୁବନେଶ୍ବର:ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହି ବଜ୍ରାଘାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ କେନ୍ଦୁଝର, ମୟୂରଭଞ୍ଜ, କଟକ ଓ ବାଲେଶ୍ୱରରୁ ମୃତାହତଙ୍କ ସୂଚନା ମିଳିଛି। ସୂଚନାଥାଉକି, କେନ୍ଦୁଝର ଜିଲ୍ଲାର ଘଟଗାଁ ଓ…

ଘରୋଇ କ୍ରିକେଟରେ ଏହି ସବୁ ନିୟମ ଲାଗୁ କରିବ ବିସିସିଆଇ

ନୂଆଦିଲ୍ଲୀ: ମେରୀଲେବୋନ କ୍ରିକେଟ କ୍ଲବ କେତେକ ନୂତନ ନିୟମ ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସବୁ ନିୟମ ଘରୋଇ କ୍ରିକେଟରେ ଲାଗୁ କରିବା ପାଇଁ ନିଷ୍ପତି ନେଇଛି । ଆସନ୍ତୁ ନଜର ପକାଇବା କେଉଁ କେଉଁ ସବୁ ନୂତନ ନିୟମ ଲାଗୁ ହେବ । ୧.ନୂଆ…

ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ: ସ୍ମିତା ପାଣି ହେଲେ OSMCL ଏମଡି, ଡ. ପୋମା ଟୁଡୁଙ୍କୁ ନୂଆ ବିଭାଗ

ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ଢାଞ୍ଚାକୁ ଅଧିକ ସୁଦୃଢ଼ ତଥା କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ସୋମବାର ରାଜ୍ୟ ସରକାର ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏହି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପଛୁଆ ବର୍ଗ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ…

ରାଜଧାନୀରେ ପୁଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ଅଭିଯୁକ୍ତମାନେ ଫେରାର

ଭୁବନେଶ୍ୱର:ରାଜଧାନୀରେ ସୋମବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲିଙ୍ଗରାଜ ଥାନାର ସାମନ୍ତରାପୁର ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଅଧିକ ଚିକିତ୍ସା…

୨୪ ଦିନ, ୧୦ ମ୍ୟାଚ, ୧ ବିଜୟ: ଏହି ଟିମକୁ କଣ ପ୍ରଶାନ୍ତ ମହାସାଗରରେ ବୁଡେଇ ଦେବା

୨୪ ଦିନ.. ୧୦ ମ୍ୟାଚ ଏବଂ ଗୋଟିଏ ବିଜୟ । ଏହା ହେଉଛି ଭାରତୀୟ କ୍ରିକେଟ ଦଳର ୟୁରୋପୀୟ ଗସ୍ତ କାର୍ଯ୍ୟସୂଚୀର ଫଳାଫଳ । ୩୬ ବର୍ଷ ପରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୯୯୦ ଦଶକରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ୦-୧ରେ ଟେଷ୍ଟ ସିରିଜ ହାରିବା ପରେ ତ୍ରିକୋଣୀୟ ଦିନିକିଆ…

ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ, ଗାଦି ଛାଡ ନଚେତ୍…

ଭୁବନେଶ୍ବର: ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ବନ୍ଦ ହେବ ଦରମା । ଅର୍ଥ ବିଭାଗର ତିନି ତିନି ଥର ନିର୍ଦ୍ଦେଶକୁ ଫୁ’ ପରେ ଅର୍ଥ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।…

ସାର ପାଇଁ ରାତି ଅନିଦ୍ରା ହେଉଛନ୍ତି ଅନ୍ନଦାତା, ରାଜ୍ୟରେ ଅଭାବ ନାହିଁ କହିଲେ ସମବାୟ ମନ୍ତ୍ରୀ: କଳାବଜାରୀ କଲେ ଦୃଢ଼…

ଭୁବନେଶ୍ୱର: ଗୋଟିଏ ପଟେ ବସ୍ତାଏ ସାର ପାଇଁ ରାତି ଅନିଦ୍ରା ହୋଇ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି ରାଜ୍ୟର ଅନ୍ନଦାତା, ଅନ୍ୟପଟେ ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ଏହି ଅସହାୟତାର ସୁଯୋଗ ନେଇ ସାରର କଳାବଜାରୀ କରୁଥିବା ଅସାଧୁ…

ଅଜବ ପ୍ରଥା: ଶ୍ରାବଣ ମାସରେ ୫ ଦିନ ନିବସ୍ତ୍ର ରହନ୍ତି ମହିଳା

ନୂଆଦିଲ୍ଲୀ: ଭାରତରେ ଅନେକ ସଂସ୍କୃତି ଓ ରୀତି ନୀତି ରହିଛି । ପ୍ରତ୍ୟେକ ଅଂଚଳରେ କିଛି ନା କିଛି ଭିନ୍ନ ଧରଣର ପ୍ରଥା ମଧ୍ୟ ରହିଛି । ଆଧୁନିକ ଛାପରେ ଆମେ ରଙ୍ଗେଇ ଯାଇଥିଲେ ମଧ୍ୟ ପ୍ରଥାକୁ ଛାଡି ପାରୁନେ । ହିମାଚଳ ପ୍ରଦେଶର ମଣିକର୍ଣ୍ଣିକା ଘାଟୀ ସ୍ଥିତ ପିନୀ ଗ୍ରାମରେ ଏକ ଅଜବ ପ୍ରଥା ପାଳିତ…

ଗଞ୍ଜେଇ ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ପୋଲିସ ଗୁରୁତର; ୨୪ ଅଟକ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ହାଟଗାଁ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ । ପୋଲିସର ଏକ ୫ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଞ୍ଜେଇ ଚାଷ ଓ କାରବାର ବିରୋଧରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଗଞ୍ଜେଇ ମାଫିଆମାନେ ସେମାନଙ୍କ ଉପରେ ହଠାତ୍ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ।…

ବଦଳିଲା ରାଜ୍ୟର ୨୮ଟି ସରକାରୀ ଆଇଟିଆଇର ନାମ, ତୁରନ୍ତ ହେଲା ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ଗୁଡ଼ିକର ନାମକରଣରେ ସରକାର ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ ସହରଗୁଡ଼ିକର ସଂଶୋଧିତ ଭୌଗୋଳିକ ନାମକରଣ ସହିତ ସାମଞ୍ଜସ୍ୟ ରଖି ରାଜ୍ୟର ମୋଟ ୨୮ଟି ସରକାରୀ ଆଇଟିଆଇର ନାମ ସଂଶୋଧନ…