ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସରେ ଡବଲ୍ ତାଲା ପକାଇଲା ପିଡବ୍ଲ୍ୟୁଡି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ପୁଣି ବଢିଛି ବିବାଦ । ଦିଲ୍ଲୀ ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ତାଲା ମାରିଛି ପିଡବ୍ଲ୍ୟୁଡି । ଘରର ଗେଟ୍ରେ ବିଭାଗ ପକ୍ଷରୁ ପଡିଛି ଡବଲ୍ ତାଲା । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି…