Latest Odisha News

BREAKING NEWS

‘ଭୁଲ୍‌‌ ଭୁଲେୟା-୩’ ଟ୍ରେଲର ଆଉଟ୍; ଦୁଇ ମଞ୍ଜୁଲିକାଙ୍କ ସହ ହେବ କାର୍ତ୍ତିକଙ୍କ ସାମ୍ନା

ମୁମ୍ବାଇ: ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲର ରିଲିଜ ହୋଇଛି। ବୁଧବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭୁଲ୍‌‌ ଭୁଲେୟା-୩'ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ 'ରୁହ ବାବା' ଗୋଟିଏ ନୁହେଁ ଦୁଇଟି…

ଚା’ରେ ଛେପ ପକାଇ ବିକ୍ରି କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ମସୁରୀ: କେତେବେଳେ ଜୁସରେ ପରିସ୍ରା ତ ଆଉ କେତେବେଳେ ଛେପ ପକାଇ ରୁଟି ବିକ୍ରି କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଦେଇଛି। ଉତ୍ତରାଖଣ୍ଡର ମସୁରୀରୁ ଆସିଥିବା ଏହି ଭିଡିଓରେ ଚା' ବିକ୍ରି…

ମନି ଲଣ୍ଡରିଂ ମାମଲା; ଇଡି ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା

ମୁମ୍ଵାଇ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱମୀ ରାଜ କୁନ୍ଦ୍ରା। ନିକଟରେ ତାଙ୍କ ବିରୋଧରେ ମୁଜାଫରପୁର ସିଜେଏମ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଚାରି ଜଣଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହି ସମୟରେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ…

ଆରବିଆଇର ବଡ ସୂଚନା, ଏଣିକି ଠକାମୀ ତଥା ଭୁଲ ଆକାଉଣ୍ଟକୁ ହେବନି ଟଙ୍କା ଟ୍ରାନ୍ସଫର

ନୂଆଦିଲ୍ଲୀ: ଅନେକ ଥର ଦେଖିବାକୁ ମିଳେ ଯେ, ଗ୍ରାହକମାନେ ଆରଟିଜିସି ଏବଂ ଏନଇଏଫଟି ଜରିଆରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରୁଥିବା ସମୟରେ ଭୁଲରେ ଅନ୍ୟ କେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ l ତେବେ ଯଦି ଆପଣ ମଧ୍ୟ ଏପରି ଭୁଲ କିମ୍ବା ଠକେଇର ସାମ୍ନା କରୁଛନ୍ତି ତେବେ ଆପଣଙ୍କ ପାଇଁ…

ପୋଲିସ ସାମ୍ନାରେ ବିଜେପି ବିଧାୟକଙ୍କୁ ପିଟିଲେ, ଭିଡିଓ ଭାଇରାଲ୍

ଲକ୍ଷ୍ମୀପୁର: ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବ ସମ୍ମୁଖରେ ପିଟିଲେ ଆଇନଜୀବୀ। ବାର ଆସୋସିଏସନ ସଭାପତି ଅବଧେଶ ସିଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ, ଫଳରେ ମାହୋଲ ଉତ୍ତେଜନାପୂର୍ଣ୍ଣ ହୋଇଯାଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

‘ସ୍ପେସ୍ ଷ୍ଟେସନ୍’ରୁ ଲିକ୍ ହେଉଛି ବାୟୁ, ଟେନସନରେ ନାସା!

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ପୃଥିବୀ ଚାରିପଟେ ବୁଲୁଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଛି। ଖବର ଅନୁଯାୟୀ, ଆଇଏସ୍ଏସର ଋଷୀୟ ସେଗମେଣ୍ଚରୁ ଲଗାତାରା ବାୟୁ ଲିକ୍ ହେବାରେ ଲାଗିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏଥିପାଇଁ ଚିନ୍ତିତ…

ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟିତ

ଲଦାଖ: ଲଦାଖରେ ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟନ କରାଯାଇଛି । ଏହା ବୈଜ୍ଞାନିକ ଅନୁସନ୍ଧାନକୁ ଆହୁରି ଆଗକୁ ନେବାରେ ସାହାର୍ଯ୍ୟ କରିବ । ଏହି ଟେଲିସ୍କୋପର ନାମ ହେଉଛି ମେଜର ଆଟମୋସଫେରିକ୍ ଚେରେନକୋଭ୍ ଏକ୍ସପେରିମେଣ୍ଟ (ଏମଏସିଇ) । ଏହାକୁ ଲଦାଖର ହାନଲେରେ ଡିଏଇ ଯଥା ପରମାଣୁ…

ଏହି ସହରରେ କାର ବ୍ୟାନ୍, ଗାଡି ବିନା ଚାଲେ ଜୀବନ

ଦୁନିଆରେ ଅନେକ ସହର ଅଛି ଯାହାକି ସେମାନଙ୍କର ଅନନ୍ୟ ନିୟମ ପାଇଁ ବେଶ ଜଣାଶୁଣା। କିନ୍ତୁ ଋଷର କଜାନ ସହରର ନିଜସ୍ୱ ପଦ୍ଧତିରେ ଏକ ସ୍ୱତନ୍ତ୍ର ପରିଚୟ ଅଛି। ବାସ୍ତବରେ, ବିଶ୍ୱର ସବୁ ସ୍ଥାନରେ କାର ଏକ ଅତ୍ୟାବଶ୍ୟକ ପରିବହନରେ ପରିଣତ ହୋଇଥିବାବେଳେ ଏହି ସହରରେ କାରକୁ ନିଷେଧ କରାଯାଇଛି। ଏଠାକାର…

କଟା ଘା’ ରେ ଚୁନ ଲଗେଇଲା ବିଜେପି, ରାହୁଲଙ୍କ ଘରକୁ ପଠାଇଲା ଜଲେବି

ନୂଆଦିଲ୍ଲୀ: କଟା ଘା' ରେ ଲୁଣ ଛିଟା ପକଉଛି ବିଜେପି l ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ l ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି…

ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଗତକାଲି ଅପହରଣ କରିଥିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଗତକାଲି ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ କଳେବଳେ କୌଶଳେ ଖସି ଆସିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା।…