Latest Odisha News

BREAKING NEWS

ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍‌’

ବାରିପଦା: ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ 'ଜିନତ୍‌' l ଏନକ୍ଲୋଜରରେ ଘୁଷୁରିକୁ ଶିକାର କରି ଖାଇଲା ବାଘୁଣୀ 'ଜିନତ୍‌' l ରାତି ପ୍ରାୟ ୧୦ଟାରେ ଏନ୍‌କ୍ଲୋଜର୍‌ରେ ପ୍ରଥମ ଶିକାର କରିଛି ବାଘୁଣୀ l ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ 'ଜିନତ୍‌'ର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା…

ପଦ ହରାଇଲେ ବିଜେଡି ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ

ଢେଙ୍କାନାଳ: ପଦ ହରାଇଲେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ ୧୭ଟି  ଭୋଟ୍ ପଡିଥିଲା । ଏଥିସହିତ ଗୋଟିଏ ଭୋଟ୍ ନାକଚ ହୋଇଥିବା ବେଳେ ୧୭ ଭୋଟ ସହିତ ବିଜେଡ ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ପରାଜିତ…

ହରିୟାଣାରେ ଜବାନମାନଙ୍କ ପାଇଁ ଲାଗୁ ହେବ ଆବାସ ଯୋଜନା

ନୂଆଦିଲ୍ଲୀ: ଭାରତୀୟ ଜବାନମାନଙ୍କ ପାଇଁ ଭାରତ ସରକାର ଅନେକ ସୁବିଧା ଯୋଗାଉଛନ୍ତି । ସରକାର ବର୍ତ୍ତମାନ ସେବା କରୁଥିବା ଜବାନ ତଥା ଅବସରପ୍ରାପ୍ତ ସେନାକର୍ମଚାରୀମାନଙ୍କୁ ଅନେକ ସୁବିଧା ଯୋଗାଉଛନ୍ତି । ସେମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ତେଣୁ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ରାଜ୍ୟ…

କାହିଁକି ମହିଳାଙ୍କୁ କ୍ଷମା ମାଗିଲେ କ୍ରିକେଟର ସଞ୍ଜୁ ସାମସନ… 

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ବାଜିମାତ୍ କରିଛି। ତେବେ ଚତୁର୍ଥ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ  ଶତକ ଯୋଗୁଁ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୫ ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା। ମ୍ୟାଚ୍…

ଉଗ୍ରବାଦୀଙ୍କ ଡରରେ ମଣିପୁର: ନଦୀ ପଠାରୁ ୩ କ୍ଷତବିକ୍ଷତ ଶବ ଉଦ୍ଧାର

ଇମ୍ଫାଲ: ଗତକାଲି ମଣିପୁର-ଆସାମ ସୀମା ନିକଟରେ ଏକ ଶିଶୁ ସମେତ ଦୁଇ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିବା ଘଟଣା ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ କିଛି ଦିନ ତଳେ ମଣିପୁରର ଜିରିବାମରୁ ୬ ଜଣଙ୍କୁ ଉଠାଇ ନେଇଥିଲେ ଉଗ୍ରବାଦୀ l ନିଖୋଜ ଥିବା ସେହି ୬ ଜଣଙ୍କ ମଧ୍ୟରୁ ଏହି…

ଝାନ୍ସି ହସ୍ପିଟାଲ ନିଆଁ: ନର୍ସ ଦିଆସିଲି….ପ୍ରତ୍ୟକ୍ଷଦର୍ଶୀ କହିଲେ ପ୍ରକୃତ ସତ

ଲକ୍ଷ୍ନୌ: ସାମ୍ନାକୁ ଆସିଲା ଝାନ୍ସି ହସ୍ପିଟାଲ ଅଗ୍ନିକାଣ୍ଡର ପ୍ରକୃତ ସତ । କେମିତି ଏତେ ବଡ ଅଘଟଣ ଘଟିଗଲା, କହିଦେଲେ ପ୍ରତ୍ୟକ୍ଷଦର୍ଶୀ । ନର୍ସଙ୍କ ଅବହେଳା ଯୋଗୁଁ, ଚାଲିଯାଇଛି ନିରୀହ ୧୦ ଶିଶୁଙ୍କ ଜୀବନ । ତେବେ ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ…

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ପ୍ରସଙ୍ଗ: ‘ଦୋଷଦର୍ଶୀ ନୁହଁ ଦୂରଦୃଷ୍ଟି ହେବା ଉଚିତ’

ଭୁବନେଶ୍ବର: ଆଜିଠୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଙ୍ଗାପୁରରେ ଶିଳ୍ପପତିଙ୍କୁ ଭେଟି ପୁଞ୍ଜି ଆକର୍ଷଣ କରିବେ । ଏଥିସହ ବଡ଼ବଡ଼ ପେଟ୍ରୋ କେମିକାଲ୍ସ ହବ୍ ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ…

ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ହୋଇନି ଅଗ୍ନିକାଣ୍ଡ: ପୂର୍ବତଟ ରେଳବାଇ

ଭୁବନେଶ୍ୱର: ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ହୋଇନି ଅଗ୍ନିକାଣ୍ଡ। ଏନେଇ ସ୍ପଷ୍ଟ କରିଛି ଇଷ୍ଟ କୋଷ୍ଟ ରେଲୱେ। ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଥିଲା। ଆଜି ୯ଟା ୨୩ମି.ରେ ଭଦ୍ରକରେ…

ଯଦି ପୃଥିବୀରୁ ଲୋପ ପାଇ ଯାଆନ୍ତି ମଣିଷ ଜାତି….

ଭୁବନେଶ୍ବର: କେବେ ଆପଣ ଭାବିଛନ୍ତି କି? ଯଦି ପୃଥିବୀରେ ମଣିଷ ହିଁ ନ ରହେ..ପରିବର୍ତ୍ତିତ ଜଳବାୟୁ ଏବଂ ବାରମ୍ବାର ବିଶ୍ବ ଯୁଦ୍ଧ ଯଦି ପୃଥିବୀରୁ ମଣିଷର ଚିହ୍ନ ଲିଭାଇ ଦିଏ? ତାହାଲେ କ’ଣ ହେବ? ମଣିଷ ପରେ କିଏ ପୃଥିବୀରେ ରାଜ୍ କରିବ? ଏମିତି କିଛି ପ୍ରଶ୍ନର ଏବେ ଉତ୍ତର ଖୋଜି ବାହାର…

ବିଷାକ୍ତ ବାୟୁରୁ ନିଜ ସ୍ୱାସ୍ଥ୍ୟକୁ ରକ୍ଷା କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଭୁବନେଶ୍ୱର: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ l ଦିଲ୍ଲୀର କିଛି ଅଞ୍ଚଳରେ AQI ସ୍ତର 506, 473, 472, 471 ଆଦିରେ ପହଞ୍ଚିଛି l ପରିସ୍ଥିତି ଏପରି ଯେ ଲୋକମାନଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହେଉଛି l ଅଣନିଶ୍ୱାସୀ ହେଇଯାଉଛନ୍ତି ପିଲାଙ୍କଠୁ ବୟସ୍କ l ସହରରେ…