ନିର୍ବାଚନ ଫଳାଫଳ ଘୋଷଣା ଭିତରେ ଆତଙ୍କ ଖେଳାଇଲେ ଆତଙ୍କୀ, ୨ ଯବାନଙ୍କୁ କଲେ ଅପହରଣ
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ । ଅନନ୍ତନାଗ ଜଙ୍ଗଲରେ ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ । ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସି ଥିବା ବେଳେ ଅନ୍ୟଜଣେ ଏବେ ବି ନିଖୋଜ ଅଛନ୍ତି । ଖବରପାଇ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ଯବାନ ।
ଦୀର୍ଘ ୧୦…