ପଞ୍ଚୁକରେ ପରିବା ଦର ଆକାଶ ଛୁଆଁ
ଭୁବନେଶ୍ବର: କାର୍ତ୍ତିକ ମାସ ଓ ପଞ୍ଚୁକ ପାଇଁ ଏବେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ୧୦୦୦ ଟଙ୍କା ନେଇକି ଗଲେ ବି ବ୍ୟାଗ୍ ଟିଏ ପରିବା ହେଉନି । ଯେଉଁ ପରିବାକୁ ଛୁଇଁଲେ ନିଆଁ ପରି ଦର କରୁଛନ୍ତି ଦୋକାନୀ ଫଳରେ ଇଚ୍ଛା ଥିଲେ ବି ମୁହଁ ଫେରେଇ ଆଣୁଛନ୍ତି ଗ୍ରାହକ ।
ବର୍ତ୍ତମାନ ଶୀତ…