Latest Odisha News

BREAKING NEWS

ରାଉରକେଲାରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

ରାଉରକେଲା: ରାଉରକେଲାରେ ବଡ ଧରଣର ଚୋରା ବାଣ ଜବତ ହୋଇଛି । ଡେଲି ମାର୍କେଟର ଦୁଇଟି ସ୍ଥାନରୁ ବାଣ ଜବତ କରାଯାଇଛି । ଘଟଣାସ୍ଥଳରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ଚୋରା ବାଣ ଜବତ କରିଛି। ଜବତ ବାଣର ମୂଲ୍ୟ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଦୁଇ ବ୍ୟବସାୟୀ…

ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍

ଶ୍ରୀନଗର: ଲଦାଖର ଲଦାଖର ଧଳା ସୁନା କୁହାଯାଉଥିବା ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍। ଏହି ବହୁ ମୂଲ୍ୟ ବସ୍ତ୍ରର ପ୍ରାମାଣିକତା ଓ ମାନକୁ ସରକାରୀ ଭାବେ ମାନ୍ୟତା ମିଳିଛି। ଲଦାଖର ଐତିହ୍ୟର ସୁରକ୍ଷା ଓ ଅର୍ଥନୀତିକୁ ବଳିଷ୍ଠ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଲଦାଖର…

ସନ୍ଦୀପ ଘୋଷଙ୍କ ଅନୁଗତଙ୍କ ବିରୋଧରେ ସଂଗୀନ ଅଭିଯୋଗ, ଆର.ଜି କରରୁ ୧୦ ବିଦା

କୋଲକାତା: କିଛି ଦିନର ନୀରବତା ପରେ ପୁଣି ଚର୍ଚ୍ଚାରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ୍ । ପୁଣି ଆସିଛି କିଛି ସଂଗୀନ ଅଭିଯୋଗ । ଆଉ ଏସବୁ ଅଭିଯୋଗରେ ଡାକ୍ତର, ଇଂଟର୍ନ ଓ ଛାତ୍ରଙ୍କୁ ମେଡିକାଲ କଲେଜରୁ ବହିଷ୍କାର କରାଯାଇଛି । ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ…

ଇସ୍ରାଏଲ ଉପରେ ହମାସ ଆକ୍ରମଣର ବର୍ଷେ ପୂରିଲା

ତେଲ ଅଭୀବ: ଗତ ବର୍ଷ ୭ ଅକ୍ଟୋବରରେ ହମାସ ଆତଙ୍କବାଦୀ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିଲେ । ଏହା ପରେ ଅବଶ୍ୟ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରି ଏହାକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛି । ଇତି ମଧ୍ୟରେ ହମାସ ପକ୍ଷରୁ ରବିବାର ଇସ୍ରାଏଲ ଉପରେ ଘନ ଘନ ମିସାଇଲ ଆକ୍ରମଣ…

ଜଳିଗଲା ଟ୍ରକ୍‌-କଣ୍ଟେନର, ଚାଳକ ଜୀବନ୍ତ ଦଗ୍ଧ

ସମ୍ବଲପୁର: ଜମନକିରା ଥାନା ୫୩ ନମ୍ବର ଜାତୀୟର କଦଳୀପାଳ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌-କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ଲାଗିଲା ନିଆଁ। ଘଟଣାରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛି।…

ଲକ୍ଷ୍ମୀ ବସକୁ ବିରୋଧ କରି ବନ୍ଦ ଡାକରା ପ୍ରସଙ୍ଗ: ବସ୍ ମାଲିକଙ୍କୁ ଆଲୋଚନା ପାଇଁ ଡାକିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘର…

ସୋସିଆଲ ମିଡିଆ ଭ୍ୟୁଜ ପାଇଁ ଖାଇଲେ ରୁଟି ସହ ଗୋବର

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ଅନେକ ଅଜବ ଭିଡିଓ ଦେଖିଥିବେ। ଆଜିକାଲି ଯୁବକମାନେ ଭାଇରାଲ ହେବା ପାଇଁ ଏଭଳି ଅଜବ ଭିଡିଓ ତିଆରି କରି ଇଣ୍ଟରନେଟରେ ପୋଷ୍ଟ କରିବାରେ ବ୍ୟସ୍ତ। ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ…

ଗୋଟିଏ ମୋବାଇଲ୍ ନୋଟିଫିକେସନ୍ ଆପଣଙ୍କ ଭବିଷ୍ୟତକୁ କରିପାରେ ନଷ୍ଟ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଜ୍ଞାନ ବହୁତ ଅଗ୍ରଗତି କରିଛି। ଦୁନିଆ ସ୍ମାର୍ଟ ହୋଇଗଲାଣି ଏବଂ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଫୋନରୁ ସ୍ମାର୍ଟଫୋନ୍ ଲୋକଙ୍କ ହାତକୁ ଆସିଛି। କିନ୍ତୁ ଯେଉଁଠାରେ ବିଶ୍ୱ ଅଗ୍ରଗତି କରିଛି ସେଠାରେ ଲୋକଙ୍କ ପାଇଁ କିଛି ଅଜ୍ଞାତ ସମସ୍ୟା ମଧ୍ୟ ସୃଷ୍ଟି କରିଛି।…

ଜୋମାଟୋ ସିଇଓ ନା ଡେଲିଭରି ଏଜେଣ୍ଟ… 

ଗୁରୁଗାଓଁ: ଖାଦ୍ୟ ବିତରଣ ଏଜେଣ୍ଟମାନେ ସମ୍ମୁଖୀନ ହେଉଥିବା ଦୈନନ୍ଦିନ ଆହ୍ବାନକୁ ଭଲ ଭାବରେ ବୁଝିବା ପାଇଁ ଜୋମାଟୋ ସହ-ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ନିକଟରେ ଏକ ନିଆରା ପ୍ରୟାସ କରିଥିଲେ। ସେ ତାଙ୍କ ପତ୍ନୀ ଗ୍ରେସିଆ ମୁନୋଜଙ୍କ ସହ ଗୁରୁଗାଓଁରେ ଜୋମାଟୋ ଡେଲିଭରି ଏଜେଣ୍ଟ…

ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଏଏଫସି ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଗ୍ରୁପ ସିର ଏକ ମ୍ୟାଚରେ ଭିଏତନାମର ଥୋଙ୍ଗ ନାଟ ଷ୍ଟାଡିୟମରେ ଉରୱା ରେଡ ଡାଇମଣ୍ଡ ଲେଡିଜ ୧୭-୦ଗୋଲରେ ଶୋଚନୀୟ ଭାବେ ଓଡିଶା ଟିମକୁ ପରାସ୍ତ କରିଛି । ଜାପାନର ଏହି କ୍ଲବ…