Latest Odisha News

୩୯ର ହିରୋ, ୧୯ର ହିରୋଇନ; ୨୦ ବର୍ଷର ଛୋଟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ… 

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଲାଇମଲାଇଟରେ ରହିଛନ୍ତି। ନିକଟରେ ଖବର ଆସିଥିଲା ​​ଯେ 'ଡନ୍' 'ବ୍ୟତୀତ ଅଭିନେତା ଜଣକ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଆଉ ଏକ ଫିଲ୍ମ କରୁଛନ୍ତି। ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର ମାଧବନ ମଧ୍ୟ ଏହି…

୧୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ

ଝାରସୁଗୁଡ଼ା: ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ । କିରିମିରା ତହସିଲ ଅମିନ ଭାସ୍କର ମେହେରଙ୍କୁ ଧରିଲା ଭିଜିଲାନ୍ସ । ଜମିଜମା କାଗଜପତ୍ର କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅମିନ । ସୂଚନା ଅନୁସାରେ, ଜମିଜମା କାଗଜପତ୍ର କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର…

ଟୋୟାମ ହାଇଦ୍ରାବାଦକୁ ସାମ୍ନା କରିବ କୋଣାର୍କ ସୂର୍ଯ୍ୟାସ ଓଡିଶା

ଜାମ୍ମୁ: ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବା ପରେ ଏବେ କୋଣାର୍କ ସୂର୍ଯ୍ୟାସ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ ନିଜର ପରବର୍ତ୍ତୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ । ସେପ୍ଟେମ୍ବର ୬ (ରବିବାର) ଜାମ୍ମୁର ମୋଲାନା ଆଜାଦ ଷ୍ଟାଡିୟମରେ ଟୋୟାମ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି…

ଅକ୍ଟୋବର ୯ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ୩ ଦିନ ପରେ ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା। ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ସରକାର। ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ବିତୀୟ…

ଚଳଚଞ୍ଚଳ ଭଣ୍ଡାରଘରଣୀ ପୀଠ, ୯ ଦିନ ନବଧା ରୂପରେ ପୂଜା ପାଇବେ ମା

ନବରଙ୍ଗପୁର: ଆଉ ମାତ୍ର ଦିନ କେଇଟାର କଥା । ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ଅପେକ୍ଷାରେ ଭକ୍ତ । ପୂଜା ପେଣ୍ଡାଲ ଥାରୁ ଆରମ୍ଭ କରି ଶକ୍ତିପୀଠ ପର୍ଯ୍ୟନ୍ତ ସବୁଠି ଏବେ ଚଳଚଞ୍ଚଳ । ସେପଟେ ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର…

୨୭ ବର୍ଷ ପରେ ଇରାନୀ କପ ଜିତିଲା ମୁମ୍ବାଇ

ମୁମ୍ବାଇ: ଦୀର୍ଘ ୨୭ ବର୍ଷ  ଅଜିଙ୍କ୍ୟ ରାହାନେ ନେତୃତ୍ୱାଧୀନ ମୁମ୍ବାଇ ଇରାନୀ କପ ଜିତିବାରେ ସଫଳ ହୋଇଛି । ୧୯୯୭ ଦଳ ଶେଷ ଥର ପାଇଁ ଇରାନୀ କପ ଜିତିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଅବଶିଷ୍ଟ ଭାରତ ଏକାଦଶକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ହାସଲ କରିଛି । ୧୯୯୭ ପରେ ମୁମ୍ବାଇ ୮ଥର…

ହରିୟାଣା ନିର୍ବାଚନ: ବିଜେପିର ହ୍ୟାଟ୍ରିକ ନା କଂଗ୍ରେସର କମବ୍ୟାକ୍ ? 

ଚଣ୍ଡିଗଡ: ଜମ୍ମୁ ଓ କାଶ୍ମୀରରେ ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ସାବ୍ୟସ୍ତ କରିଛନ୍ତି ମତାଧିକାର। ସରିଛି ଭୋଟ୍ ଗ୍ରହଣ । ଆସନ୍ତା ୮ରେ ଗଣତି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ହରିୟାଣା ବିଧାନସଭା…

ପାର୍ବଣ ସମୟରେ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର: ପାର୍ବଣ ସମୟରେ ଟ୍ରେନ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଯାହା ୨୦୨୪ ମସିହା ନଭେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ପଦକ୍ଷେପରେ ପୂର୍ବତଟ…

୩ ବର୍ଷ ବଢିଲା ଆଳୁ ମିସନ ଅବଧି; ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆସିବ

ଭୁବନେଶ୍ବର: ‘ଆଳୁ’ ସଂକଟର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ଯୋଜନା। ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଉଦ୍ୟାନକୃଷି…

ଓଡ଼ିଶାରେ ହେବ ୩୫ତମ ଇଷ୍ଟ ଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୭ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ…