Latest Odisha News

ବାଙ୍ଗିରିପୋଷି ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା

ବାରିପଦା: ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଦକ୍ଷିଣ-ପୂର୍ବ ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ରଙ୍କ ସମେତ ଦକ୍ଷିଣ-ପୂର୍ବ ରେଳବାଇର ଡିଆରଏମ୍‌ ଓ ରେଳ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀ ଆଜି ବାରିପଦା ଦେଇ ବାଙ୍ଗିରିପୋଷି ଯାଇଛନ୍ତି। ବାଙ୍ଗିରିପୋଷିରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ…

ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା: ମୁଖ୍ୟମନ୍ତ୍ରୀଙ୍କ କାନକୁ ଗଲା, ହେବ ଆକ୍ସନ

ଭୁବନେଶ୍ବର: ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅବଗତ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କିଭଳି ଭାବେ ପରୀକ୍ଷାର୍ଥୀମାନେ  ପରୀକ୍ଷା ଦେବାକୁ ଯାଇ ହଇରାଣ ହୋଇଛନ୍ତି ଓ ସେମାନଙ୍କ ଦାବି କ’ଣ ରହିଛି…

ଏଠି ଗୋଟେ ନୁହେଁ ୪ଟା ସରକାର !

ଭୁବନେଶ୍ବର: ବିଜେପି ସରକାରକୁ ଜଣେ ନୁହେଁ ୪ଜଣ ଚଳାଉଛନ୍ତି । ପୂର୍ବ ବିଜେଡି ସରକାରକୁ ଏକା ନବୀନ ପଟ୍ଟନାୟକ ଚଳାଉଥିଲେ । ହେଲେ ବିଜେପିରେ ଗୋଟେ ନୁହେଁ ୪ଟା ସରକାର ବୋଲି କହି ଆକ୍ଷେପ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ରେଢାଖୋଲରେ ପ୍ରସନ୍ନଙ୍କର ଏଭଳି ବୟାନକୁ…

ଭାରତରେ ୪ଟି ନୂଆ ଷ୍ଟୋର ଖୋଲିବ ଆପଲ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢୁଛି ଆପଲ ଆଇଫୋନ୍‌ ବ୍ୟବହାରୀଙ୍କ ସଂଖ୍ୟା l ବ୍ୟବସାୟ ବି ବେଶ ଭଲ ହେଉଛି l ବ୍ୟବସାୟରେ ଉନ୍ନତି ଦେଖି ଏକ ଗୁରୁତ୍ୱ ପୁର୍ଣ ନିଷ୍ପତି ନେଇଛି ଆପଲ । ଆଇଫୋନ୍ ନିର୍ମାଣ ଠାରୁ ଆରମ୍ଭ କରି ଏହାର ବିକ୍ରି ଉପରେ ବେଶ୍‌ ଗୁରୁତ୍ବ ଦେଉଛି କମ୍ପାନି। ଏବେ…

ଗୁମ୍ଫାରୁ ମିଳିଲେ ୧୮୮ ବର୍ଷୀୟ ବାବା! ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟସ୍ଥ ଗୁମ୍ଫାରୁ ଜଣେ ୧୮୮ ବର୍ଷୀୟ ବାବାଙ୍କୁ ଉଦ୍ଧାର କରାଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇଜଣ ବ୍ୟକ୍ତି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଚାଲିବାରେ ସାହାଯ୍ୟ କରୁଛନ୍ତି। ବ୍ୟକ୍ତିଙ୍କର ଲମ୍ବା…

ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ତାଙ୍କୁ ଚିକିତ୍ସା କରୁଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୁତି ଭୁଷଣ…

ଡରାଇଲାଣି ଆଣ୍ଟାର୍କଟିକା: ତରଳୁଛି ଗ୍ଲାସିୟର, ପାଲଟିଲାଣି ସବୁଜିମା

ନୂଆଦିଲ୍ଲୀ: ଧିରେ ଧିରେ ପରିବର୍ତ୍ତନ ଚକ୍ରରେ ବଦଳି ଚାଲିଛି ପୃଥିବୀ । ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ପ୍ରଭାବିତ ହୋଇ ଏବେ ପ୍ରକୃତି ବିଭିନ୍ନ ସ୍ଥାନରେ ତାର କରାଳ ରୂପ ଦେଖାଉଛି । କାହିଁ କେତେ କାଳରୁ ବରଫରେ ଆଚ୍ଛାଦିତ ହୋଇ ପଡିରହିଥିବା ଆଣ୍ଟାର୍କଟିକା ବି ଏଥିରେ ପ୍ରଭାବିତ ହେବାକୁ…

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ ଚଳାଚଳ

ଜୟପୁର: ଆସନ୍ତା ଅକ୍ଟୋବର ୭ ତାରିଖ ସଂଧ୍ୟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ଜିଲ୍ଲା ଗୁଡିକରେ…

ପୂର୍ବ ସରକାରର ଗୋହି ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାରର ମିଡିଆ ବିରୋଧୀ ମନୋଭାବର ଗୋହି ଖୋଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ବାର୍ଷିକୋତ୍ସବରେ ଯୋଗ ଦେଇ ପୂର୍ବ ସରକାରଙ୍କ ବଡ଼ ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ l ପୂର୍ବ ସରକାରରେ କିଛି ମିଡିଆକୁ ବିଜ୍ଞାପନ ନଦେବାକୁ ହୁଇପ୍‌ ହୋଇଥିଲା…

‘ତନୁ ୱେଡ୍ସ ମନୁ- ୩’ରେ ତ୍ରିପଲ୍ ରୋଲରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ପୁଣିଥରେ ଆସିବାକୁ ଯାଉଛି 'ତନୁ ୱେଡ୍ସ ମନୁ- ୩'। ୨୦୧୧ ମସିହାରେ ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ତନୁ ୱେଡ୍ସ ମନୁ ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ କଙ୍ଗନା ରାନାୱତ ଏବଂ ଆର ମାଧବନଙ୍କୁ ଦେଖିବାକୁ ମିଳିଥିଲା। ଏହି ଯୋଡି ବକ୍ସ ଅଫିସରେ ଏକ ଧମାକା କରିଥିଲେ। ​ ଏହାର ଚାରି…