Latest Odisha News

ରାଜ୍ୟରେ ପୁଣି ନୂଆ କରି ଗଢା ହେବ ଓସଡମା

ଭୁବନେଶ୍ବର: ରାଜ୍ୟରେ ପୁନଃଗଠନ ହେବ ଓସଡମା ବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓସଡମା ଜାରି କରିଥିବା ବିଜ୍ଞପ୍ତିରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଛି । ୩୭ ନୂଆ ପଦବୀ ସୃଷ୍ଟି କରାଯାଇଛି । ଓସଡମା ପୁନଃଗଠନ…

ଏହି ଦିନ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା । ସୂଚନା ମୁତାବକ, ୨୦୨୪ ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ ।…

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ମୁମ୍ବାଇ: ଚାଷୀଙ୍କୁ ଖାତାକୁ ଚଢିଲା ପିଏମ କିଷାନର ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବଟନ ଟିପି ଏକାସାଙ୍ଗରେ ପୂରା ଦେଶର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ତେବେ ପିଏମ୍ କିଷାନର ୧୮ ତମ କିସ୍ତିରେ ୯ କୋଟି ୫୦ ଲକ୍ଷ…

ଏନସିପି ନେତାଙ୍କୁ ହତ୍ୟା

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନସିପି ନେତାଙ୍କୁ ନିର୍ମମ ଭାବେ ହତ୍ୟା । ସଚିନ କୁର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଘଟଣା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ମାନେ । ଖବର ମୁତାବକ, ଗତ ରାତିରେ ଏନ୍‌ସିପି ଅଜିତ ପାଓ୍ୱାର ଗୋଷ୍ଠୀର…

ମିଲିଲା ଆଶ୍ବସ୍ତି, ଏଥର ଜମିବ ଦୁର୍ଗା ପୂଜା ବୁଲାବୁଲି

ଭୁବନେଶ୍ବର: ଏଥର ଜମିବ ପୂଜା ବୁଲାବୁଲି । ଆଉ ନାହିଁ ବର୍ଷା ଡର । ଏଥର ପୂଜାରେ ବର୍ଷା ସମ୍ଭାବନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏ ସପ୍ତାହରେ କୌଣସି ଜିଲ୍ଲାରେ ବଡ଼ ବର୍ଷାର ଭୟ ନାହିଁ ବୋଲି  ସୂଚନା ଦେଇଛି ପାଣିପାଗ ବିଭାଗ । କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର…

୨୦୦ ଫୁଟ ତଳକୁ ଖସିଲା ବରଯାତ୍ରୀ ବସ୍, ୩୦ ମୃତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ପୌଡୀ ଜିଲ୍ଲାର ଏକ ଗଭୀର ଖାଲକୁ ଖସିପଡିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବିବାହ ପାଇଁ ବରଯାତ୍ରୀ ଗାଡି ହରିଦ୍ୱାରର ଲାଲଡହଙ୍ଗରୁ…

ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶୁକ୍ରବାର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ରାଜ୍ୟସଭାର ଉପ-ବାଚସ୍ପତି ନରହରୀ ଝିରୱାଲ ଶୁକ୍ରବାର ଦିନ ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଇ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ତାଙ୍କ ସହ ଜଣେ ବିଜେପି ସାଂସଦ ଓ ଆଉ ଦୁଇ…

ଏଥର ଫିକା ପଡିବ କଟକର ରାବଣପୋଡି

କଟକ: ଏଥର ଫିକା ପଡିବ ରାବଣ ପୋଡି । କଟକରେ ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା । ତାଗିଦ୍ କଲେ ହାଇକୋର୍ଟ । ସୁରୁଖୁରୁରେ କିପରି ରାବଣପୋଡି ଉତ୍ସବ ହେବ ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି ହାଇକୋର୍ଟ । କେବଳ ରଙ୍ଗୀନ ବାଣ, ଯାହା ପରିବେଶ ପ୍ରତିକୂଳ ହୋଇଥିବା ସେଭଳି ବାଣ ବ୍ୟବହାର…

ଅନୁପ୍ରବେଶ ସମୟରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲାର ଗୁଗଲଧର ଅଞ୍ଚଳରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ଭାରତୀୟ ସେନାର ଚିନାର କର୍ପସ ସୂଚନା ଦେଇଛି । ଖବର ଅନୁସାରେ, ଗତକାଲି ଗୁଗଲଧର ଅଞ୍ଚଳରେ…

‘ଭବିଷ୍ୟତରେ ବାୟୁସେନାର ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସ୍ବଦେଶୀ ହେବ’

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଶାନ୍ତିର ପରିସ୍ଥିତି ଦେଖାଦେଇଛି ଏବଂ ବିଶ୍ବ ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ପରି ମନେ ହେଉଛି । ଏଭଳି ସମୟରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଉଛି । ଏହି କ୍ରମରେ ଭାରତୀୟ ବାୟୁସେନା ମଧ୍ୟ ଏକ ବଡ଼…