Latest Odisha News

BREAKING NEWS

ଅବସର ପରେ କ’ଣ କରିବେ ଡି.ୱାଇ ଚନ୍ଦ୍ରଚୂଡ଼… 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି। ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ବୁଲଡୋଜର ଉପରେ ତାଙ୍କର ଶେଷ ରାୟ…

ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର: ଡେଲିବୋର ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁରରେ ଚେକ ରିପବ୍ଲିକର ଡେଲିବୋର ଭର୍ସିନିଆ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ସେ ଆମେରିକାର ନିକ ଚ୍ୟାପେଲଙ୍କୁ ୬-୨, ୬-୦ ସିଧାସଳଖ ସେଟରେ ପରାସ୍ତ କରିଥିଲେ ।…

ଋଷ ଉପରେ ସବୁଠୁ ବଡ଼ ଆକ୍ରମଣ, ୩୪ ଡ୍ରୋନ ମାଡ଼ କଲା ୟୁକ୍ରେନ

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଋଷ ଉପରେ ୩୪ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ମସ୍କୋ ଉପରେ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି। ରବିବାର ଦିନ ୟୁକ୍ରେନ ଏହି ଆକ୍ରମଣ କରିଥିବା ଜଣାପଡିଛି। ୨୦୨୨ ମସିହାରୁ ଏହି ଯୁଦ୍ଧ ଆରମ୍ଭ…

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ହେଲା ପାକିସ୍ତାନ

ସିଡନୀ: ପାକିସ୍ତାନ କ୍ରିକେଟ ଟିମ ୨୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ଶୋଚନୀୟ ଭାବେ ପରାସ୍ତ କରି ଦିନିକିଆ ସିରିଜକୁ ୨-୧ରେ ହାତେଇଛି । ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତିମ ଦିିନିକିଆରେ ପାକିସ୍ତାନ ୮ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୧.୫…

ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ଝଲସିବ ପିପିଲି ଚାନ୍ଦୁଆ

ଭୁବନେଶ୍ବର: ସାରା ଦେଶରେ ଚମକିବ ପିପିଲି ଚାନ୍ଦୁଆ । ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ଓଡିଶା କାରୀଗରୀଙ୍କ ହାତର କଳା । ପିପିଲି ଚାନ୍ଦୁଆକୁ ନେଇ ଏପରି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ପିପିଲି…

ଚାଷରେ ପଛରେ ପଡିଛି ଓଡିଶା, ଆନ୍ଧ୍ର ମଡେଲ ଅନୁସରଣ ପାଇଁ ପରାମର୍ଶ

ଭୁବନେଶ୍ବର: ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ୍ ଜଣାଶୁଣା । ଭାତ ଏଠିକାର ପ୍ରଧାନ ଖାଦ୍ୟ । ହେଲେ ଏବେ ଓଡିଶା କାଳେ ଚାଷ କ୍ଷେତ୍ରରେ ପଛରେ ପଡିଛି । କୃଷି ପ୍ରଧାନ ରାଜ୍ୟ ଓଡିଶା ଚାଷରେ ପଛୁଆ ରହିଛି । କୃଷିକ୍ଷେତ୍ର ନେଇ ସୂଚନା ଦେଇ କିଛି ଏପରି ରିପୋର୍ଟରେ ଦର୍ଶାଇଛି ନୀତି ଆୟୋଗ…

‘ପୂର୍ବର ସରକାରଙ୍କୁ ଅନୁକରଣ କରୁଛନ୍ତି ମୋହନ ସରକାର’

ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡି ମୁଖପାତ୍ର ତଥା ମିଡିଆ…

ମାଣ୍ଡିଆ ଦିବସ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ରସାବଳି

ଭୁବନେଶ୍ୱର: ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ । ରାଜ୍ୟ, ଦେଶ ତଥା ବିଦେଶରେ ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ସହ ଏହାର ଉପକାରିତା ବିଷୟରେ ସାରା ବିଶ୍ୱରେ ମାଣ୍ଡିଆକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ପୋଷକ ତତ୍ତ୍ବରେ…

୧୭ ବର୍ଷ ପରେ ଚମକିଲା ଭାଗ୍ୟ, କ୍ୟାରିୟରର ସବୁଠୁ ବଡ ସଫଳତା ଫିଲ୍ମ ‘ଭୁଲ ଭୁଲୈୟାଁ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଭୁଲ ଭୁଲୈୟା-୩ ବକ୍ସ ଅଫିସରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛି। ଭୟଙ୍କର କମେଡି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। କାର୍ତ୍ତିକଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଏବଂ ତ୍ରୁପ୍ତି ଡିମ୍ରି ମଧ୍ୟ ଅଭିନୟ…

ଝାଡଖଣ୍ଡରେ ଜେଏମଏମକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ : କହିଲେ, ଚମ୍ପାଇ ସୋରେନଙ୍କୁ ଅପମାନ କରାଯାଇଥିଲା…

ରାଞ୍ଚୀ : ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁମଲାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ସେ କଂଗ୍ରେସକୁ କଡା ଟାର୍ଗେଟ କରି ବର୍ଷିଛନ୍ତି। ସେ କହିଛନ୍ତି, ଜେଏମଏମ(ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ହିଁ…