Latest Odisha News

BREAKING NEWS

ଖୁବଶୀଘ୍ର ନାଗରିକଙ୍କ ପାଇଁ ଉପଲବ୍ଧ ହେବ ସ୍ବଦେଶୀ ଜିପିଏସ୍ ସିଷ୍ଟମ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଏହାର ଆଞ୍ଚଳିକ ନାଭିଗେସନ୍ ସିଷ୍ଟମ୍ 'ନାଭିକ'କୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟାରତ। ଏହି ପୋଜିସନ୍ ସିଷ୍ଟମ୍ ମୁଖ୍ୟତଃ ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ପରି ରଣନୈତିକ ଉଦ୍ଦେଶ୍ୟରେ ବ୍ୟବହୃତ…

‘ଝାରଖଣ୍ଡକୁ ଲୁଟିଛନ୍ତି ସୋରେନ୍ ସରକାର’, ଶାଣିତ ଆକ୍ରମଣ କରି ବର୍ଷିଲେ ମୋଦି

ରାଞ୍ଚି: ଆଜି ଝାରଖଣ୍ଡରେ ରୋଡ ଶୋ’ କରିବା ସହ ବୋକାରୋବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦବୋଧନ ଆରମ୍ଭରୁ ହିଁ ହେମନ୍ତ ସୋରେନ୍ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସୋରେନ୍ ସରକାର ଘୋଟାଲା ସରକାର, ଝାରଖଣ୍ଡବାସୀଙ୍କୁ ଲୁଟୁଛନ୍ତି ବୋଲି କହି…

ଏଣିକି ସ୍ତନ କର୍କଟକୁ ଚିହ୍ନଟ କରିବ ଜେନେଟିକ୍ ମଡେଲ୍, ଜାଣନ୍ତୁ ଏହାର ବିଶେଷତ୍ଵ..

ସ୍ତନ କର୍କଟ ହେଉଛି ମହିଳାମାନଙ୍କ ମଧ୍ୟରେ ବହୁଳ ଭାବେରେ ଦେଖିବାକୁ ମିଳୁଛି। ଏହା ବର୍ତ୍ତମାନ ସାଧାରଣ ପ୍ରକାରର କର୍କଟରେ ଅନ୍ତର୍ଭୁକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ପ୍ରତିବର୍ଷ ୨.୩ ନିୟୁତ ନୂଆ ରୋଗ ହେଉଥିବା ଜଣାଯାଇଛି। ଏହି କାରଣରୁ ଅନେକ ମହିଳା ପ୍ରାଣ ହରାନ୍ତି। ତଥାପି,…

କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ କିଏ?

ଟରୋଣ୍ଟ: କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ମନ୍ଦିରରେ ହୋଇଥିବା ବିଶୃଙ୍ଖଳା ବା ଆକ୍ରମଣ ଘଟଣାରେ କାନାଡା ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରାମ୍ପଟନ୍‌ର ଇନ୍ଦ୍ରଜିତ ଗୋଶାଲ(୩୫)। କାନାଡାର ପିଲ ପୋଲିସ ଦ୍ୱାରା ଏହି ୪ର୍ଥ ଅଭିଯୁକ୍ତ ଗିରଫ ହୋଇଛି।…

ଓଡିଶା ଇତିହାସ ଉପରେ ହେବ ଗବେଷଣା, କହିବ ଆମ ବୀର ପୁଅଙ୍କ ଗାଥା

ଭୁବନେଶ୍ବର: କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ? ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ମଉଡମଣି? ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ…

ସିଟାଡେଲ୍ ସୁଟିଂ ବେଳେ ଅଚେତ ହୋଇଯାଇଥିଲେ ସାମନ୍ଥା

ମୁମ୍ବାଇ: 'ସିରିଜ୍ ସିଟାଡେଲ୍: ହନି ବନି' ନଭେମ୍ବର ୬ରେ ଆମାଜନ ପ୍ରାଇମରେ ରିଲିଜ ହୋଇଯାଇଛି। ଏହି ଟିଭି ସିରିଜରେ ବରୁଣ ଧୱନ ଏବଂ ସାମନ୍ଥା ରୁଥପ୍ରଭୂ ମୁଖ୍ୟ ଭୂମିକାରେ ରହିଛନ୍ତି। ନିକଟରେ ବରୁଣ ଧୱନ କହିଛନ୍ତି ଯେ ଏହି ଟିଭି ସିରିଜର ସୁଟିଂ ସମୟରେ ସାମନ୍ଥାଙ୍କ ସ୍ୱାସ୍ଥ୍ୟାବସ୍ଥା…

ମିଲେଟ୍ ମିଶନ୍: ମା’ମାନଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜ୍ୟ କୃଷି ବିଭାଗ ପକ୍ଷରୁ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଭାରତରେ ନିମ୍ନମାନର ଖାଦ୍ୟ ବିକ୍ରି କରୁଛନ୍ତି ପେପସିକୋ, ୟୁନିଲିଭର ଭଳି କମ୍ପାନୀ

ନୂଆଦିଲ୍ଲୀ: ପେପସିକୋ, ୟୁନିଲିଭର ଏବଂ ଡାନୋନ୍ ପରି ପ୍ୟାକେଜ୍ ଫୁଡ ବିକୁଥିବା ଖାଦ୍ୟ କମ୍ପାନୀଗୁଡିକ ଭାରତରେ ଅତି ନୀମ୍ନମାନର  ଖାଦ୍ୟଉତ୍ପାଦ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଏଟିଏନଆଇ ଗ୍ଲୋବାଲ୍ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀଗୁଡିକ ସ୍ୱଳ୍ପ ଆୟକାରୀ ଦେଶ ମାନଙ୍କରେ…

ହ୍ରଦ ନାଁ ଜଙ୍ଗଲ, ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପୃଥିବୀରେ ଅନେକ ସ୍ଥାନରେ ବଡ଼ ଅଜବ ଅଜବ ଜିନିଷ ଲୁଚି ରହିଛି। ନଦୀ, ପାହାଡ଼ ଓ ଅତି ସୁନ୍ଦର ହ୍ରଦ। ଯାହାକି ପ୍ରକୃତିର ଅତି ସୁନ୍ଦର ଅବଦାନ। ବିବିଧତାପୂର୍ଣ୍ଣ ଭାରତରେ ବିଭିନ୍ନ ଧର୍ମ, ସଂସ୍କୃତି, ପରମ୍ପରା ଓ ଭାଷାର ମିଳନ ଦେଖିବାକୁ ମିଳେ। ଏହି ନିଆରାପଣ ଭାରତକୁ ଅନ୍ୟ…

ଜଳୁଛି ମଧ୍ୟପ୍ରାଚ୍ୟ: ଲେବନାନର ପୁଣି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌, ୪୦ ମୃତ

ନୂଆଦିଲ୍ଲୀ: ଏବେ ବି ଜାରି ରହିଛି ମଧ୍ୟପ୍ରାଚ୍ୟ ସଂଘର୍ଷ। ଗାଜା ଓ ହେଜବୁଲ୍ଲା ସହ ସଂଘର୍ଷ ଜାରି ରଖିଛି ଇସ୍ରାଏଲ। ଇତିମଧ୍ୟରେ ଇସ୍ରାଏଲ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି। ଲେବନାନର ରାଜଧାନୀ ବେରୁଟ ସହର ଉପରେ କରିଛି ବୋମା ବର୍ଷା। ଲେବନାନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଅନେକ…