Latest Odisha News

BREAKING NEWS

Nuapada Bypoll: ନୂଆପଡ଼ା ଉପନିର୍ବାଚନ: କଂଗ୍ରେସ ପାଇଁ ପ୍ରଚାର କରିବେ ରେବନ୍ତ ରେଡ୍ଡୀ ଓ ସଚିନ ପାଇଲଟ୍

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ । ନୂଆପଡ଼ରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। ତିନ ଦଳ ୩ ଯୋଦ୍ଧା ପ୍ରସ୍ତୁତ। ବିଜେପିରୁ ଜୟ ଢ଼ୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ । ବିଜେପି ଏବଂ ବିଜେଡି ଉଭୟ ଦଳ ନିଜ ନିଜର ଷ୍ଟାର…

ରାଜଧାନୀରେ ରାତି ୯ଟା ପରେ ଫୁଟିବନି ବାଣ

ଭୁବନେଶ୍ୱର: ଦୀପାବଳିରେ ଭୁବନେଶ୍ୱରରେ ବାଣ ଫୁଟାଇବା ନେଇ କମିଶନରେଟ୍ ପୋଲିସ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି। ଡିସିପି ଜଗମୋହନ ମୀନାଙ୍କ ଅନୁଯାୟୀ, ଦୀପାବଳିରେ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ ବାଣ ଫୁଟାଇବାକୁ ଅନୁମତି…

ପୁଟିନଙ୍କ ମାନଭଞ୍ଜନ କରୁଛନ୍ତି କି ଟ୍ରମ୍ପ?,ଜେଲେନସ୍କିଙ୍କଠାରୁ ଜବରଦଖଲ ହୋଇଥିବା ଜମି ରଖିବାକୁ କଲେ ଇଙ୍ଗିତ…

ନୂଆଦିଲ୍ଲୀ: ପୁଣି ଓଭାଲ ଅଫିସରେ ଟ୍ରମ୍ପ ଜେଲେନସ୍କି ମିଟ୍...ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଆଲୋଚନା...ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଲେ ଟ୍ରମ୍ପ...ୟୁକ୍ରେନକୁ ମିଳିବନି ଟୋମାହକ...ହେଲେ ରୁଷିଆକୁ ମିଳିପାରେ ୟୁକ୍ରେନ ଦଖଲ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଦୀପାବଳି ପାଇଁ ଅକ୍ଟୋବର ୨୦ରେ ଅତିରିକ୍ତ ଛୁଟି ଘୋଷଣା, ୨୫ରେ କାମ କରିବେ… 

ଭୁବନେଶ୍ୱର: ଦୀପାବଳୀ ପର୍ବ ଉପଲକ୍ଷେ ଅକ୍ଟୋବର ୨୦ ତାରିଖକୁ ଅତିରିକ୍ତ ଛୁଟି ଭାବେ ଘୋଷଣା କଲେ ରାଜ୍ୟ ସରକାର। ସେହି ଦିନ ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…

No gift Policy: ପର୍ବପର୍ବାଣୀରେ ‘ନୋ ଗିଫ୍ଟ’ ପଲିସି ଆପଣେଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପାର୍ବଣ ଋତୁରେ 'ନୋ ଗିଫ୍ଟ' ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏନେଇ ​ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ…

Boat Tragedy: ମୋଜାମ୍ବିକରେ ମର୍ମନ୍ତୁଦ ଦୁର୍ଘଟଣା: ଡଙ୍ଗା ବୁଡ଼ି ୩ ଭାରତୀୟ ମୃତ ଓ ୫ ନିଖୋଜ

ନୂଆଦିଲ୍ଲୀ: ମୋଜାମ୍ବିକରେ ଏକ ଦୁଃଖଦ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଡଙ୍ଗା ବୁଡ଼ିଯିବାରୁ ଘଟଣାସ୍ଥଳରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚ ଜଣ ନିଖୋଜ ଅଛନ୍ତି। ବେଇରା ବନ୍ଦର ଉପକୂଳରୁ ଏକ ଜାହାଜକୁ ଟ୍ୟାଙ୍କର୍ କ୍ରୁ ସଦସ୍ୟଙ୍କ ଏକ…

Khawaja Asif: “ନିଜ ଦେଶକୁ ଫେରିଯାଆନ୍ତୁ”, ଆଫଗାନିସ୍ତାନକୁ କଡ଼ା ଚେତାବନୀ ଦେଲା ପାକିସ୍ତାନ, ଭାରତ…

ନୂଆଦିଲ୍ଲୀ: ଯୁଦ୍ଧବିରତି ମାନୁନି ପାକିସ୍ତାନ । ଆଫଗାନିସ୍ତନରେ କରୁଛି ଆକ୍ରମଣ । ବଢୁଛି ଦୁଇ ପଡୋଶୀ ଦେଶ ମଧ୍ୟରେ ଉତ୍ତେଜନା । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏବେ ସ୍ଥିତି ଅଧିକ ଖରାପ ହୋଇଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୁଣି ଆପଗାନିସ୍ତାନକୁ…

Fire Erupts on Garib Rath Train: ଗରିବ ରଥ ଟ୍ରେନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ଚଣ୍ଡିଗଡ଼: ପଞ୍ଜାବରେ ବଡ଼ ଧରଣର ଟ୍ରେନରେ ଅଗ୍ନିକାଣ୍ଡ। ସରହିନ୍ଦ ଷ୍ଟେସନରେ ଅମୃତସର-ସହରସା ଟ୍ରେନ୍‌ରେ ଲାଗିଲା ନିଆଁ। ଶନିବାର ସକାଳେ ଧନତେରସ ଅବସରରେ ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପଞ୍ଜାବର ସରହିନ୍ଦ ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ…

ପୁଣି ଲଜ୍ଜା! ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ପୀଡିତାଙ୍କ ଘର ବିହାରରେ। ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଅଛନ୍ତି।…

Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, କର୍ପୋରେଟରଙ୍କୁ ଉଠାଇନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼। ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ। ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କଣ ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି।…