ସୋନମ ୱାଙ୍ଗଚୁକ୍ଙ୍କ ପତ୍ନୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା, ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ଜାରି ରହିବ
ନୂଆଦିଲ୍ଲୀ: ଗତ ୨୨ ଦିନ ଧରି ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। କୋର୍ଟ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଛନ୍ତି।
କୋର୍ଟ ତାଙ୍କ ପତ୍ନୀ ଗୀତାଞ୍ଜଳି…