1920 Winter Is Coming: ବିକ୍ରମ ଭଟ୍ଟଙ୍କ ହରର ଫିଲ୍ମରେ ଆହାନ ସେଠୀ…
ମୁମ୍ବାଇ: ନିକଟରେ ବିକ୍ରମ ଭଟ୍ଟଙ୍କ ମୁକ୍ତିଲାଭ କରିଥିବା "ହଣ୍ଟେଡ୍: ଘୋଷ୍ଟସ୍ ଅଫ୍ ଦି ପାଷ୍ଟ" ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା। କେତେକ ଏହାର ଭିଜୁଆଲ୍ସକୁ ସମାଲୋଚନା ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ୧୬ କୋଟି (ପ୍ରାୟ $1.6 ବିଲିୟନ) ଆୟ କରିଥିଲା।
ଫିଲ୍ମର ସଫଳତା…