Latest Odisha News

BREAKING NEWS

ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ

ଭୁବନେଶ୍ୱର: ନଭେମ୍ବର ୧୨ରୁ ଓଡିଶାରେ ଆରମ୍ଭ ହେବାକୁ ଥିବା ପଞ୍ଚୁକ ରୀତିନୀତି ଚଳିତ ବର୍ଷ ଚାରି ଦିନ ପାଳନ କରାଯିବ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ। ପଞ୍ଚୁକ ପୂର୍ବରୁ ପୁରୀ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। କାରଣ ଚଳିତ ଥର ପଞ୍ଚୁକ…

ଗୋ ହତ୍ୟାକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍, ହେବ କଠୋର କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ଗୋ ଚାଲାଣକାରୀ ଓ ଗୋ ହତ୍ୟାକରୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ଗୋ ଚାଲାଣ ଆଇନ କଡ଼ାକଡ଼ି ହେବ ସହିତ ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସଚେତନ…

ଖୁବଶୀଘ୍ର ବଡ଼ ପରଦାରେ ‘ଶକ୍ତିମାନ’: ଧାରାବାହିକରେ ଏଣ୍ଟ୍ରି କରୁଛନ୍ତି ଏହି ବଡ଼ ଅଭିନେତା

ମୁମ୍ବାଇ: ୯୦ ଦଶନ୍ଧିରେ ପିଲାମାନଙ୍କର ହୃଦୟରେ ରାଜ କରୁଥିବା ଧାରାବାହିକ 'ଶକ୍ତିମାନ' ଖୁବଶୀଘ୍ର ଫେରିବାକୁ ଯାଉଛି। ଶୋ’ର ଅଭିନେତା ମୁକେଶ ଖାନ୍ନା ନିଜେ ଏହା ଘୋଷଣା କରିଛନ୍ତି। ତେବେ ରିଲିଜ ହୋଇଥିବା ଟିଜରରେ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। ନିକଟରେ ମୁକେଶ ଖାନ୍ନା ନିଜ…

ଆଇଏସ୍ଏସରେ ବିଗୁଡୁଛି କି ସୁନିତା ୱିଲିୟମଙ୍କ ସ୍ବାସ୍ଥ୍ୟବସ୍ଥା… 

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ମହାକାଶଚାରୀ ବଚ୍ ୱିଲମୋର ଜୁନ୍ ମାସରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଅଛନ୍ତି। ଉଭୟ ୧୫୦ ଦିନରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି। ଉଭୟ ମହାକାଶଚାରୀ ଜୁନ୍ ୫ରେ ବୋଇଙ୍ଗର…

ବ୍ୟାପୁଛି ହାଡ଼ଫୁଟି; ୧୦ ଶିଶୁଙ୍କ ସହ ୩୦ରୁ ଅଧିକ ଆକ୍ରାନ୍ତ

ଗଜପତି: ବ୍ୟାପୁଛି ହାଡ଼ଫୁଟି ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଏବଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖଜୁରୀପଦା ଗାଁରେ । ତେବେ ଏହି ୩୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି । ଏ…

୩୪୯ ରିଚାର୍ଜ କରୁ କରୁ ଆକାଉଣ୍ଟରୁ ସଫା ହୋଇଗଲା ୪ ଲକ୍ଷ..

ଭୁବନେଶ୍ବର: କାଳ ହେଲା ମୋବାଇଲ ରିଚାର୍ଜ । ୩୪୯ ଫେରି ପାଇବାକୁ ଯାଇ ସାଇବର ଠକର ଶିକାର ହେଲେ ଯୁବତୀ । ଆଖି ପିଛୁଳାକେ ଆକାଉଣ୍ଟରୁ ଉଡିଗଲା ୪ ଲକ୍ଷ ଟଙ୍କା । ତେବେ ଏବେ ସାଇବର ଲୁଟେରା ଲୁଟିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଥିବା ବେଳେ ସବୁ ସାଇଟ ଉପରେ ଥୋପ ପକାଇ ବସିଛନ୍ତି ଲୁଟେରା ।…

‘ମଣିଷ ମାରିଲେ ଯେତିକି ପାପ, ଗୋ ମାତାଙ୍କୁ ହତ୍ୟା କଲେ ସେତିକି ପାପ’

ପୁରୀ: ପୁରୀର କ୍ରୀୟାଯୋଗ ଆଶ୍ରମରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଏହି ଅବସରରେ ଆଇନମନ୍ତ୍ରୀ କହିଛନ୍ତି ଯେ, ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ ।…

ଗମ୍ଭୀରଙ୍କ କେତେକ ନିଷ୍ପତି ନେଇ ବିସିସିଆଇ ବ୍ୟକ୍ତ କଲା ଅସନ୍ତୋଷ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଭାରତ ୦-୩ରେ ଶୋଚନୀୟ ଭାବେ ପରାଜୟବରଣ କରିଥିଲା । ଏଥିନେଇ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ଟାର୍ଗେଟକୁ ଆସିଛନ୍ତି । ପିଟିଆଇର ଏକ ରିପୋର୍ଟ ଅନୁସାରେ ଗମ୍ଭୀରଙ୍କ ସହ ବିସିସିଆଇର ଏ ନେଇ ଏକ ଆଲୋଚନା ବୈଠକର ଆୟୋଜନ କରିଥିଲା…

ସ୍ବାଭାବିକ ହେଲା ରାଜ୍ୟ ଡାକ ସେବା: ୩ ଦିନ ହେଲା ହନ୍ତସନ୍ତ ହେଉଥିଲେ ଗ୍ରାହକ

ଭୁବନେଶ୍ବର: ୩ ଦିନ ବ୍ୟବଧାନ ପରେ ପୁଣି ସ୍ବାଭାବିକ ହେଲା ରାଜ୍ୟ ସମସ୍ତ ଡାକ ସେବା । ଗତ ୩ ଦିନ ହେବ ଲିଙ୍କ ଫେଲ୍ ସମସ୍ୟା ଯୋଗୁଁ ହଇରାଣ ହେଉଥିଲେ ସାଧରଣ ଲୋକ । ଲିଙ୍କ୍ ଫେଲ ଯୋଗୁ ପୋଷ୍ଟ ଅଫିସ ଗୁଡ଼ିକରେ ଟଙ୍କା ଦେଣନେଣ ଠପ୍ ହୋଇଥିଲା । ଟଙ୍କା ଡିପୋଜିଟ ହୋଇପାରି ନଥିବାରୁ ବହୁ…

ଆସନ୍ତା ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…