କ୍ବେଟା ରେଳ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ, ୨୦ରୁ ଉର୍ଦ୍ଧ୍ବ ମୃତ, ୩୦ ଆହତ
ବଲୁଚିସ୍ତାନ: ପାକିସ୍ତାନର ଉତ୍ତର-ପଶ୍ଚିମ ବଲୁଚିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ବିସ୍ଫୋରଣରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଆଗକୁ ଏହି ମୃତ୍ୟୁ…