ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ
ଜୟପୁର: ରାଜସ୍ଥାନର ଅନେକ ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ନେଇ ଚିଠି ପାଇବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇପଡିଛନ୍ତି।
ହନୁମାନଗଡର ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ୟାର ଲାଲ ମୀନା କହିଛନ୍ତି ଯେ ହନୁମାନଗଡ ଷ୍ଟେସନ ମାଷ୍ଟରଙ୍କ ନିକଟକୁ କେହି ଅଜ୍ଞାତ ବ୍ୟକ୍ତି ଏକ…