୧୦୦ ଦିନରେ ଏହା ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି: ମନମୋହନ
ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କୁ ବିଗତ ୨୪ ବର୍ଷର ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ । ନବୀନ ପ୍ରଥମେ ଗତ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି କହିଛନ୍ତି ମନମୋହନ ।
ମନମୋହନ କହିଛନ୍ତି, ନବୀନ ସରକାର କେତେ ପ୍ରତିଶ୍ରୁତି…