Odia YouTuber Gulua: ଶେଷରେ ସତ ମାନିଲେ ୟୁଟ୍ୟୁବର ମିଷ୍ଟର୍ ଗୁଲୁଆ
ଭୁବନେଶ୍ୱର: ଶେଷରେ ସତ ମାନିଲେ ଗୁଲୁଆ। ପରକୀୟା ପ୍ରୀତିରେ ଥିବା ସ୍ବୀକାର କଲେ ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ। ୟୁଟ୍ୟୁବର ଦମ୍ପତି ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଉଭୟଙ୍କ ଉପରେ ଦୋଷ ଲଦା ଲଦି ହେଲେ। ପରସ୍ପର…