‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ହେବ ଜେଲ୍, ଖୁବ୍ ଶୀଘ୍ର ଆସିବ ବିଲ୍…
ନୂଆଦିଲ୍ଲୀ: ସାଂସ୍କୃତିକ ଜାତୀୟତାବାଦକୁ ସର୍ବଦା ରାଜନୈତିକ ଏଜେଣ୍ଡା ଭାବରେ ସମର୍ଥନ କରୁଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର, ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ମୂଳ ଆଇନକୁ ସଂଶୋଧନ କରି, ସଂଶୋଧିତ…