Latest Odisha News

BREAKING NEWS

Gujarat Cabinet: ଗୁଜୁରାଟର ନୂଆ ମନ୍ତ୍ରୀମଣ୍ଡଳ: ପ୍ରକାଶ ପାଇଲା ୨୫ ନୂଆ ମନ୍ତ୍ରୀଙ୍କ ନାମ, ମନ୍ତ୍ରୀ ହେଲେ…

ଗାନ୍ଧୀନଗର: ଗୁଜରାଟ ସରକାରରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ନୂତନ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି। ଗୁଜରାଟରେ ୨୫ ଜଣ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଯେଉଁଥିରେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ…

ଖୁବଶୀଘ୍ର ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍

ପୁରୀ: ଖୁବଶୀଘ୍ର ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍। ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି। ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ବିଭାଗ ପକ୍ଷରୁ ଆଗ୍ରହୀ ଅନୁଷ୍ଠାନ ଏନେଇ ପ୍ରସ୍ତାବ…

CBI Raid: DIGଙ୍କ ଘରେ ୫ କୋଟି, ଦେଢ କେଜି ସୁନା: ଏତେ ସମ୍ପତ୍ତି ଦେଖି ସିବିଆଇ ଟେରା

ଚଣ୍ଡିଗଡ଼: ଆଜି ପଞ୍ଜାବରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ଆଇପିଏସ ଅଧିକାରୀ ତଥା ପଞ୍ଜାବର ରୋପର୍ ରେଞ୍ଜରେ DIG ଭାବରେ ନିଯୁକ୍ତ ହରଚରଣ ସିଂହ ଭୁଲ୍ଲରଙ୍କୁ ଲାଞ୍ଚ ନେବା ବେଳେ ମାଡିବସିଲା ସିବିଆଇ। ବରିଷ୍ଠ ଆଇପିଏସଙ୍କ ଟଙ୍କା ସହ ସମ୍ପତ୍ତି ଦେଖି ସିବିଆଇ ଟେରା।…

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭୁବନେଶ୍ୱର/ହାଇଦ୍ରାବାଦ: ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ଏବେ ଏପରି ଏକ ସମାନ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାକି ଏବେ ଚାଞ୍ଚଲ୍ୟର ବିଷୟ ପାଲଟିଛି। ତେଲଙ୍ଗାନା…

୧୭୦ ନକ୍ସଲଙ୍କ ଆତ୍ମସମର୍ପଣ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କ ଆଗରେ କରିବେ ସରେଣ୍ଡର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ କରିବେ ଆତ୍ମସମର୍ପଣ। ଏନେଇ ପୋଲିସ ହେଇଛି ସଜବାଜ। ବଡ଼ ନକ୍ସଲଙ୍କ ଚାଲିଛି ଆତ୍ମସମର୍ପଣ ପ୍ରସ୍ତୁତି। ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ବରେ ୧୭୦ ନକ୍ସଲ କରିବେ ଆତ୍ମସମର୍ପଣ। ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ୍ ଡିଭିଜନର ୧୫୦ରୁ…

ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଝଡ ସୃଷ୍ଟି କରିଛି ଶାହଙ୍କ ବୟାନ, କ’ଣ ନୀତିଶ ହେବେନି ମୁଖ୍ୟମନ୍ତ୍ରୀ?

ପାଟନା: ବିହାର ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ନମାଙ୍କନ ଭରିବାର ଆଜି ଶେଷ ତାରିଖ । ଏନେଇ ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏହାରି ଭିତରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ବଡ ବୟାନ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ନୀତିଶ କୁମାରଙ୍କ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ବାହାର ରାଜ୍ୟରୁ ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ପୋଲିସ ହାତରେ ସାର୍ପ ସୁଟର ଧରାପଡିଥିବା ସୂଚନା ମିଳୁଛି । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ବ୍ରହ୍ମପୁର ପୋଲିସ। ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ ଆଉ ୨ ଜଣଙ୍କୁ ପୋଲିସ ଉଠାଇ ଆଣିଥିବା ସୂଚନା ରହିଛି। ମୁଖ୍ୟ…

Odisha Highcourt: ୭୧୧ ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା

କଟକ: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ…

CM Mohan Majhi: ବିହାରରେ ମୁଖ୍ୟମନ୍ତ୍ରୀ ମୋହନଙ୍କ କ୍ୟାମ୍ପେନ୍

ଭୁବନେଶ୍ୱର: ବିହାର ନିର୍ବାଚନ ମୈଦାନରେ ଓଡିଶା ମୁଖ୍ୟମନ୍ତ୍ରୀ। ଷ୍ଟାର କ୍ୟାମ୍ପେନରେ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା…

Weather Update: ଫେରିଗଲା କି ମୌସୁମୀ? ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଅନୁମାନ। ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବ। ଏପଟେ ଦେଶରୁ ସଂପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣପଶ୍ଚିମ ମୌସୁମୀ…