ନଗରପାଳଙ୍କ ସହ ୯ କାଉନସିଲର ବିଜେପିରେ ସାମିଲ, ଚର୍ଚ୍ଚାରେ ଅଧିରାଜଙ୍କ ପ୍ରତିକ୍ରିୟା
ନୂଆପଡ଼ା: ଖଡ଼ିଆଳ ଏନ୍ଏସି ରାଜନୀତିରେ ଏବେ ନୂଆ ସମୀକରଣ ଦେଖିବାକୁ ମିଳିଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତାଙ୍କ ସହ ଅନ୍ୟ ୯ ଜଣ କାଉନସିଲର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହେବା ପରେ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି। ସୂଚନାଯୋଗ୍ୟ ଯେ, ଉଜ୍ଜଳ ଗୁପ୍ତା କଂଗ୍ରେସ ଦଳରୁ…