ଅଭିନୟ ଜଗତରୁ ସନ୍ୟାସ ନେଲେ ଥାଲାପତି ବିଜୟ
ଚେନ୍ନାଇ: ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଆଉ ଫିଲ୍ମରେ ଦେଖାଯିବେ ନାହିଁ ଥାଲାପତି । ଅଭିନେତା ଫିଲ୍ମ ଜଗତକୁ ଛାଡିବାକୁ ମନସ୍ଥ କରିଛନ୍ତି । ଏନେଇ ଅଭିନେତା ଜଣକ ନିଜେ ଏକ ଭିଡିଓ ରିଲିଜ୍ କରି ଏହା ଘୋଷଣା କରିଛନ୍ତି ।
ଏହି ଭିଡିଓଟି…