Latest Odisha News

BREAKING NEWS

ମମତାଙ୍କ ଶେଷ ପ୍ରଚେଷ୍ଟା: ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟି କହିଲେ ମନର କଥା………

କୋଲକାତା: କୋଲକାତା ମେଡିକାଲ କଲେଜ ଦୁଷ୍କମ ଓ ଆନ୍ଦୋଳନକୁ ୩୩ ଦିନ ବିତିଗଲାଣି । ଏବେ ବି ନିଜର ଆକ୍ରୋଶ ଭରା ହୃଦୟରେ ବିକ୍ଷୋଭ କରୁଛନ୍ତି ଜୁନିୟର ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ଯାଇନଥିଲେ ଜୁନିୟର ଡାକ୍ତରମାନେ । ଏହାକୁ…

‘ସୁଭଦ୍ରା’ ଆବେଦନ: ଟଙ୍କା ମାଗି ଗିରଫ ହେଲେ ଆଉ ଜଣେ

ଟିଟିଲାଗଡ: ପୁଣି ସୁଭଦ୍ରାରେ ଟଙ୍କା ମାଗି ହଟହଟା ହେଲେ ଆଉ ଜଣେ । ସୁଭଦ୍ରା ଫର୍ମ ଆବେଦନ ପାଇଁ ଟଙ୍କା ମାଗି ଗିରଫ ହେଲେ ସିଏସସି କର୍ମଚାରୀ । ଟିଟିଲାଗଡ଼ ମନି ଗାଁ ସିଏସସିର ଜଣେ କର୍ମଚାରୀ ସୁଭଦ୍ରା ସହାୟତା ପାଇଁ ଅନଲାଇନ ଆବେଦନ କରିଦେବାକୁ ମହିଳାଙ୍କୁ ଟଙ୍କା ମାଗିବାରୁ ଉକ୍ତ…

୧୭ରେ ଦୁର୍ଗ-ବିଶାଖାପାଟନମ ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ଵର: ଆସନ୍ତା ୧୭ ତାରିଖରେ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ ।…

ଆଉ ମାତ୍ର ୩ ଦିନ ପରେ ମହିଳାଙ୍କ ଖାତାକୁ ଚଢିବ ପ୍ରଥମ କିସ୍ତି, ହେଲାଣି ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ

ଭୁବନେଶ୍ବର: ବଢୁଛି ସୁଭଦ୍ରା କ୍ରେଜ୍ । ଦିନ ଯେତେ ଗଡି ଗଡି ଯାଉଛି ସେତିକି ପଞ୍ଜୀକରଣ ମଧ୍ୟ ବଢି ବଢି ଯାଉଛି । ଗତ ୧୨ ତାରିଖ ସୁଦ୍ଧା ପ୍ରାୟ ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇସାରିଲାଣି  । ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଓଡିଶା ଗସ୍ତ କରି ତାଙ୍କ ସ୍ବହସ୍ତରେ ସୁଭଦ୍ରାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂଆ ଅତିଥି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂଆ ଅତିଥି। ଏହି ଅତିଥି କେହି ମଣିଷ ନୁହଁନ୍ତି ବରଂ ଏକ ବାଛୁରୀ। ଶନିବାର ଦିନ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଭିଡିଓ କ୍ଲିପ୍ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ…

କାହିଁକି ଆମର ରାଷ୍ଟ୍ର ଭାଷା ହେଲା ହିନ୍ଦୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆଜି ହିନ୍ଦୀ ଦିବସ । ଇଂରାଜୀ ଭାଷାର ବୃଦ୍ଧି ଏବଂ ହିନ୍ଦୀର ଭାଷାର ଅଣଦେଖାକୁ ରୋକିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ସାରା ଦେଶ ହିନ୍ଦୀ ଦିବସ ଭାବେ ପାଳନ କରିଥାଏ। ଦେଶ ସ୍ବାଧୀନ ହେବା ପରେ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ସମ୍ବିଧାନ ସଭାରେ ଏକମତରେ…

କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ଜୀବିତ

ନୂଆଦିଲ୍ଲୀ: କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ହମଜା ଜୀବିତ। ଗୁଇନ୍ଦା ରିପୋର୍ଟ ଅନୁସାରେ, ହମଜା ଓ ତା’ର ଭାଇ ଅବଦୁଲ୍ଲା ବିନ ଲାଡେନ ସହ ମିଶି ଆତଙ୍କବାଦର ନେଟୱର୍କ ବିସ୍ତାର କରିବାରେ ଲାଗିଛି। କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ ୧୧ ସେପ୍ଟେମ୍ବର ୨୦୦୧ରେ…

ସିଏଏସର ଶୁଣାଣୀ ବିରୋଧରେ ଆବେଦନ କରିବାକୁ ମନା କରିଥିଲେ ଭିନେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ମହିଳା ରେସଲର ଅଧିକ ଓଜନ ଯୋଗୁ ଫାଇନାଲରେ ଖେଳିପାରି ନ ଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋଟ୍ସ ନିକଟରେ ଆବେଦନ କରିଥିଲେ । ସିଏଏସ ମଧ୍ୟ ତାଙ୍କ ବିପକ୍ଷରେ ଶୁଣାଣୀ କରିଥିଲେ । ଭିନେଶ କେସ ଲଢ଼ୁଥିବା ଭାରତର ପ୍ରତିଷ୍ଠିତ…

ରବିବାର ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି…..

ପୁରୀ: ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ରବିବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି ତଥା ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ଦ୍ୱାଦଶୀ । ଦ୍ବାଦଶୀରେ ମହାପ୍ରଭୁଙ୍କର ବାବନ ଜନ୍ମ ନୀତି । ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ।…

ଆଜିଠୁ ୯ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଯଦି ଆଗକୁ ଆପଣଙ୍କର କୌଣସି ବ୍ୟାଙ୍କିଙ୍ଗ କାମ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ ନିଶ୍ଚୟ । ଯଦି ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଚେତ ବ୍ୟାଙ୍କକୁ…