Latest Odisha News

BREAKING NEWS

ପୁଣି ସିବିଆଇକୁ ସୁପ୍ରିମକୋର୍ଟଙ୍କ କଟାକ୍ଷ: କହିଲେ ‘ପଞ୍ଜୁରୀର ଶୁଆ’ ହେବା ଗୁଣ ଛାଡ

ନୂଆଦିଲ୍ଲୀ: ପୁଣି ସିବିଆଇକୁ କଟାକ୍ଷ କରି କହିଲେ ସୁପ୍ରିମକୋର୍ଟ । ୧୧ ବର୍ଷ ପରେ ସିବିଆଇକୁ ମନେପକାଇଦେଲେ ପଞ୍ଜୁରୀ ଭିତରେ ଶୁଆ ପ୍ରସଙ୍ଗ । କହିଲେ ‘ପଞ୍ଜୁରୀ ଭିତରେ ଶୁଆ’ ଗୁଣ ଛାଡ । ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜମାନତ ଉପରେ ଶୁଣାଣି କରି ଜଷ୍ଟିସ…

ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ: ଓଡିଶାର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର: ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନ କରି ଅଭିଯାନ ଶେଷ କରିଛି । ଓଭରାଲ ୬ ପଦକ ( ୧ ସ୍ୱର୍ଣ୍ଣ, ୪ ରୌପ୍ୟ, ୧ ବ୍ରୋଞ୍ଜ)ସହ ଟିମ ଓଡିଶା ୮ମ ସ୍ଥାନରେ ରହିଛି । ଅନ୍ତିମ ଦିବସରେ ଓଡିଶା ପ୍ରତିଯୋଗୀ ୩ ରୌପ୍ୟ ପଦକ ଜିତିଥିଲେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା, ଜାଣନ୍ତୁ କେମିତି ହେବ ସମ୍ଭବ

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଏବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଅଛନ୍ତି। ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା ଓ ବୁଚ୍। ନଭେମ୍ବର ୨୦୨୪ରେ ଆମେରିକାରେ ହେବାକୁ…

ହ୍ୟାକ ହେଲା ନୟନତାରାଙ୍କ ଏକ୍ସ ଆକାଉଣ୍ଟ, ନିଜେ ସୂଚନା ଦେଲେ ଅଭିନେତ୍ରୀ

ମୁମ୍ବାଇ: ମଡଲିଂ ଓ ଟେଲିଭିଜନ୍ ଇପସ୍ଥାପିକାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନୟନତାରା ଏବେ ସାଉଥ ଇଣ୍ତଷ୍ଟ୍ରିର ଜଣେ ଦାମୀ ଅଭିନେତ୍ରୀ। ସାଉଥ୍ ଫିଲ୍ମ ସହ ବଲିଉଡରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି ନୟନତାରା । ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଶାହାରୁଖ…

ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛି ମଣିଷ: ପିଟି ପିଟି ମାରି ଦେଲେ ୧୫ ଫୁଟର ଅଜଗର

ମୟୁରଭଞ୍ଜ: ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛନ୍ତି ମଣିଷ । ପ୍ରାୟ ୧୫ ଫୁଟର ଗୋଟିଏ ଅଜଗର ସାପକୁ  ପିଟି ପିଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ । ତେବେ…

ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ବାରମୂଲ୍ଲାରେ ଏନକାଉଣ୍ଟର । ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ । ଘଟଣାସ୍ଥଳରେ ଯବାନ ଓ ଜାମ୍ମୁ-କାଶ୍ମୀର ପୋଲିସର ଚାଲିଛି ମିଳିତ ଅପରେସନ । ସୂଚନା ଅନୁସାରେ, ଗତକାଲି ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାରେ…

ଜୀବନ ନେଲା ଆଶ୍ରା: ଜନ୍ମଦାତ୍ରୀକୁ ଗଳା କାଟି ହତ୍ୟା

କଟକ: ମାଆର ଜୀବନ ନେଇଗଲେ ନରହନ୍ତା ପୁଅ । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ । ଆଜି ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀ ବିହାରରେ । ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ଦୁଇ ନୃଶଂସ…

ବଦଳିଲା ମୋ ସ୍କୁଲ ଅଭିଯାନ ନାଁ

ଭୁବନେଶ୍ଵର: ବଦଳିଲା ମୋ ସ୍କୁଲ ଅଭିଯାନ ନାଁ । ମୋ ସ୍କୁଲ୍‌ ଅଭିଯାନ ନାଁ ବଦଳେଇଲା ଗଣଶିକ୍ଷା ବିଭାଗ । ୨୦୧୭ରେ ଆରମ୍ଭ ହୋଇଥିଲା ମୋ ସ୍କୁଲ୍‌ ଅଭିଯାନ । ନାଁ ବଦଳିବା ପରେ ନୂଆ ନାଁ ହେଲା ପଞ୍ଚଶଖା ଶିକ୍ଷା ସେତୁ ଯୋଜନା । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି ଲେଖିଛି…

ଏହି ତାରିଖରେ ରିଲିଜ ହେବ ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’, ଏକାଠି ନଜର ଆସିବେ ୩ ଷ୍ଟାର

ମୁମ୍ବାଇ: ଖୁବ ଶିଘ୍ର ବଡ ପରଦାକୁ ଓହ୍ଲାଇବ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ ୱାର' । ଏହି ଚଳଚ୍ଚିତ୍ରରେ ନଜର ଆସିବେ ୩ ହିଟ୍ ସୁପରଷ୍ଟାର ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ । ପୂର୍ବରୁ ଏହି ୩ଜଣ ଏକାଠି କାମ କରିନଥିବା ବେଳେ ପ୍ରଥମ କରି ୩ଜଣ ସ୍କ୍ରିନ ସେୟାର…

ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ୨ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀରର କିସ୍ତୱାରରେ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଯବାନ ଗୁରୁତର ହୋଇଛନ୍ତି।…