ରାଜ୍ୟରେ ସାମାଜିକ ବିଶୃଙ୍ଖଳାକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ, ସରକାରଙ୍କୁ କଲେ ଏପରି ଅନୁରୋଧ
ଭୁବନେଶ୍ବର: ବର୍ତ୍ତମାନ ବାଂଲାଦେଶରେ ଦେଖାଦେଇଥିବା ହିଂସା ର ପ୍ରଭାବ ପଡୋଶୀ ଦେଶ ତଥା ଭାରତ ଉପରେ ପଡିଛି । ସେଠାରୁ ଅନେକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାର ସ୍ଥିତି ଉପୁଜିଛି । ସେହିପରି ସମୁଦ୍ରପଥ ଦେଇ ବାଂଲାଦେଶୀମାନେ ଓଡ଼ିଶାରେ ପ୍ରବେଶ କରିବାର ଭୟ ରହିଛି । କାରଣ ଆଗରୁ ମଧ୍ୟ…