‘ଦାନା’ ଭୟ: ଏହି ସବୁ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ଐତିହ୍ୟ ସ୍ଥଳୀ
ପୁରୀ: ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାର ୧୪ଟି ଜିଲ୍ଲାରେ ବହୁ ପ୍ରଭାବ ପଡିବ । ଏହା ସହ ତିନି ଦିନ ଧରି ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପ୍ରବଳ ବେଗରେ ପବନ ମଧ୍ୟ ଜୋରରେ ବହିବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବଡ ଘୋଷଣା କରାଯାଇଛି…