ପୂର୍ବତନ ଆଇଏସଆଇ ମୁଖ୍ୟ ଫୈଜ୍ ହମିଦଙ୍କୁ ଗିରଫ କଲା ପାକିସ୍ତାନ ସେନା
ଇସଲାମବାଦ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମିଦ ଙ୍କୁ ଆଜି ଗିରଫ କରିଛି ପାକିସ୍ତାନ ସେନା । ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ କରିଛି କୋର୍ଟ ମାର୍ଶାଲ ।
ପାକିସ୍ତାନ ସେନାର ଗଣମାଧ୍ୟମର ଖବର ଅନୁଯାୟୀ, ସୁପ୍ରିମକୋର୍ଟଙ୍କ…