ନକ୍ସଲଙ୍କ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ବଂସ କଲେ ସୁରକ୍ଷା ବାହିନୀ
ସୁକମା: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ମାଓ ଅସ୍ତ୍ର କାରଖାନାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଛନ୍ତି । ଏହି ଅଭିଯାନ ନକ୍ସଲବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଏବଂ ସେମାନଙ୍କ ଯୋଗାଣ ନେଟୱାର୍କ ପାଇଁ ଏକ ବଡ଼ ଆଘାତ । ଘନ ଜଙ୍ଗଲ ଏବଂ ଦୁର୍ଗମ ପାହାଡ଼ି ଅଞ୍ଚଳରେ ଲୁଚି…