Latest Odisha News

BREAKING NEWS

ଦେଖନ୍ତୁ ଏହି ଭିଡ଼ିଓ: ପ୍ରତିଦିନ ବ୍ୟାୟାମ ଦ୍ୱାରା ନବୀନ କିପରି ନିଜକୁ ରଖିଛନ୍ତି ଫିଟ୍…

ଭୁବନେଶ୍ୱର: ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳେ ବ୍ୟାୟାମ କରୁଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଯାଇଛି । ନବୀନ କିପରି ଭାବେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଏହି ଭିଡ଼ିଓଟି ଦେଖିଲେ ଆପଣ ଜାଣିପାରିବେ । ନବୀନଙ୍କୁ ଏବେ ୭୨ ବର୍ଷ ବୟସ । ଏହି ପରିଣତ ବୟସରେ ସେ କିପରି ନିଜକୁ ସବୁଦିନ…

ମୋଦିଙ୍କ ବାୟୋପିକ୍‍ ପୋଷ୍ଟରରେ ଜାଭେଦ୍‍ ଅଖତର୍‍ଙ୍କ ନାଁକୁ ନେଇ ବିବାଦ

ମୁମ୍ବାଇ: ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଜୀବନୀ-ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦି’ର ରିଲିଜ୍‍ ତାରିଖକୁ ନେଇ ଅନିଶ୍ଚତତା ଲାଗିରହିଥିବାବେଳେ ଅନ୍ୟପଟେ ଏହାକୁ ନେଇ ବିବାଦ ପରେ ବିବାଦ ସୃଷ୍ଟିହେବାରେ ଲାଗିଛି । ଆଗକୁ ନିର୍ବାଚନ ଥିବାବେଳେ ଏହାର…

ଆଜି, ଏପ୍ରିଲ୍‍ ୫ରେ ରହସ୍ୟମୟ ଭାବେ ଛାତରୁ ଖସିପଡ଼ିଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଛବିଶ ବର୍ଷ ତଳେ ଆଜି ତାରିଖରେ ଅର୍ଥାତ୍‍ ୫ ଏପ୍ରିଲ୍‍ ୧୯୯୩ରେ ନିଜ ମୁମ୍ବାଇସ୍ଥିତ ଚାରିମହଲା ଘରର ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇଥିଲେ ସେ ସମୟର ସବୁଠାରୁ ଚର୍ଚ୍ଚିତା ଓ ଦାମୀ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟା ଭାରତୀ । ନିଜର ଅନୁପମ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦକ୍ଷତା…

ଓଡ଼ିଶାରେ ମେ’ରୁ ଆରମ୍ଭ ହେବ ଧୋନୀଙ୍କ ‘କ୍ରିକେଟ୍ କ୍ଲିନିକ୍’

କଟକ : କ୍ରିକେଟ ପ୍ରେମୀ ତଥା ଏମ୍ ଏସ୍ ଧୋନୀଙ୍କ ପ୍ରଶଂସକମାନଙ୍କ ଲାଗି ଖୁସି ଖବର । ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ୍ ଏକାଡେମୀ ପକ୍ଷରୁ ଆଗାମୀ ମାସରେ ଓଡିଶାରେ ‘କ୍ରିକେଟ୍ କ୍ଳିନିକ୍’ ଖୋଲିବ । ଏହି କ୍ରିକେଟ୍ କ୍ଲିନିକ୍ ମାଧ୍ୟମରେ ଏକାଡେମୀ ନବୋଦୟ କ୍ରିକେଟ୍ ଖେଳାଳୀଙ୍କୁ ଚୟନ କରିବେ…

ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିଲେ ନିର୍ବାଚନ ବନ୍ଦ କରିଦେବେ: ମମତା

କୁଚବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେଉଁ ନେତାମାନେ ସର୍ବଦା ସମାଲୋଚନା କରିଥାଆନ୍ତି ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଆଶଙ୍କା ପ୍ରକାଶ କରି କହିଛନ୍ତି, ମୋଦୀ ସମସ୍ତଙ୍କ ଲାଗି ଏହି ନିର୍ବାଚନ କରୁଛନ୍ତି, ଯଦି…

‘ପାପା କେହେତେ ହେଁ’ ଫିଲ୍ମ ଅଭିନେତ୍ରୀ ମୟୁରୀ କଙ୍ଗୋ ହେଲେ ଗୁଗୁଲ ଇଣ୍ଡିଆ ଇଣ୍ଡଷ୍ଟ୍ରି ହେଡ୍

ମୁମ୍ବାଇ : ୧୯୯୫ରେ ‘ନସିମ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମୟୁରୀ କଙ୍ଗୋ ଗୁଗୁଲ ଇଣ୍ଡିଆର ଏଜେନ୍ସି ବିଜନେସ୍ ଇଣ୍ଡଷ୍ଟ୍ରିର ହେଡ୍ ଭାବେ ନିଯୁକ୍ତ ହୋଇଛନ୍ତି । ପରେ ପରେ ସେ ‘ପାପା କେହେତେ ହେଁ’ ଓ ବେତାବୀ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜର ଅଭିନୟ ଯାଦୁ…

ନବୀନଙ୍କ ଦ୍ୱାରା ଦଳର ୩ ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ୩ ଜଣଙ୍କୁ ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜୟ…

ଲଣ୍ଡନରେ ଶାହରୁଖ୍‍ ଖାନ୍‍ଙ୍କୁ ମିଳିଲା ଡକ୍ଟରେଟ୍‍

ଲଣ୍ଡନ୍‍: କିଂଗ୍‍ ଖାନ୍‍ ଶାହରୁଖ୍‍ଙ୍କ ପ୍ରଶଂସକମାନଂକ ଲାଗି ଖୁସି ଖବର । 'ମାନବ ସୌହାର୍ଦ୍ୟ' ବିଷୟ ଉପରେ ଗବେଷଣା କରି ସେ ଲଂଡନ୍‍ସ୍ଥିତ ୟୁନିଭର୍ସିଟି ଅଫ୍‍ ଲ'ରୁ ହାସଲ କରିଛନ୍ତି ଡକ୍ଟରେଟ୍‍ ଡିଗ୍ରୀ । ଜଣେ ଭାରତୀୟ ଭାବେ ବିଦେଶୀ ମାଟିରେ ଏହି ଉପାଧି ଲାଭ କରି ସେ ଭାରତୀୟମାନଙ୍କୁ…

ପୁରୁଣା ବନ୍ଧୁ ବିଜୟଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ଦିଲ୍ଲୀପ ରାୟ

ରାଉରକେଲା: ପୂରୁଣା ବନ୍ଧୁ ତଥା ପାଟକୁରା ବିଧାନସଭା ଆସନରୁ ବିଜେପି ଟିକଟରେ ଲଢୁଥିବା ବରିÂ ନେତା ବିଜୟ ମହାପାତ୍ରଙ୍କ ଲାଗି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ନିର୍ବାଚନ ପ୍ରଚାର କରିବେ ବୋଲି ଇଙ୍ଗିତ ପ୍ରଦାନ କରିଛନ୍ତି । ଦିଲ୍ଲୀପ ଓ ବିଜୟ ଉଭୟେ ଭାରତୀୟ ଜନତା ପାର୍ଟିରୁ…

ଏପ୍ରିଲ ୯ରେ ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ଲାଗି ଏପ୍ରିଲ ୯ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି l ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ଗସ୍ତବେଳେ ରାହୁଲ ଗାନ୍ଧୀ ଗଂଜାମ ଜିଲ୍ଲା…