Latest Odisha News

BREAKING NEWS

ମାତ୍ର ୫ ବର୍ଷରେ ଟଙ୍କା ଡବଲ! ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏହି ‘ସତ’ ଜାଣିଛନ୍ତି କି?

ଭୁବନେଶ୍ୱର: ଆଜିର ସମୟରେ ସଞ୍ଚୟଠାରୁ ନିବେଶ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭ ଅନେକ ନିବେଶକଙ୍କୁ ଆକୃଷ୍ଟ କରୁଛି। ନିକଟରେ କିଛି ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ମାତ୍ର ୫ ବର୍ଷ ଭିତରେ ନିବେଶକଙ୍କ…

ଦ୍ୱିତୀୟ ଦିନିକିଆରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ସହଜରେ ପରାସ୍ତ କରି ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନିକିଆ କାର୍ଡିଫରେ ଖେଳାଯିବ । ଏହି ମ୍ୟାଚରେ ଗିଲଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଥମ ଦିିନିକିଆରେ ବ୍ୟକ୍ତିଗତ ଭାବେ ୮୦ ରନ…

Railway project: କେନ୍ଦ୍ର କ୍ୟାବିନେଟରେ ୨ରେଳ ପ୍ରକଳ୍ପକୁ ଅନୁମୋଦନ; ପାରାଦୀପ-ହରିଦାସପୁର ଦୋହରୀକରଣ ସହ…

ଭୁବନେଶ୍ବର:ଓଡ଼ିଶା ରେଲୱେକୁ ଡବଲ୍ ଉପହାର । କେନ୍ଦ୍ର କ୍ୟାବିନେଟରେ ଓଡିଶାର ଦୁଇଟି ରେଳ ପ୍ରକଳ୍ପକୁ ମିଳିଲା ଅନୁମତି । ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ପାରାଦୀପ–ହରିଦାସପୁର ରେଳପଥର ଦ୍ୱୈତୀକରଣ ଏବଂ ରାଜଖରସୁଆଁ–ଡାଙ୍ଗୋପୋଷି ରୁଟ୍‌ରେ ଚତୁର୍ଥ ରେଳ ଲାଇନ୍‌ ନିର୍ମାଣ । ୧୪୫…

ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କରିଛି । ଦିନିକିଆ ବିଶ୍ୱକପ ୧୪ ଟିମ ସହିତ ଥ୍ରୀ ଷ୍ଟେଜ ଫର୍ମାଟରେ ଖେଳାଯିବ । ପ୍ରଥମ ଥର ପାଇଁ ସୁପର ୭ ରାଉଣ୍ଡ ଲାଗୁ ହେବ । ଯାହା ଟୁର୍ଣ୍ଣାମେଂଟର ମୂଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି ।…

ଆନ୍ତର୍ଜାତିକ ଅଦାଲତକୁ ଟ୍ରମ୍ପଙ୍କ ‘ଚେକ୍‌ମେଟ୍’? ବିଶ୍ୱସ୍ତରୀୟ ନ୍ୟାୟିକ ବ୍ୟବସ୍ଥାରେ ବଡ଼ ବିପଦ!

ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ନେଦରଲ୍ୟାଣ୍ଡର ହେଗ୍ ସ୍ଥିତ 'ଆନ୍ତର୍ଜାତିକ ଅପରାଧ ଅଦାଲତ' (ICC) ମଧ୍ୟରେ ସମ୍ପର୍କ ଏବେ ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନ ପାଇଁ ପ୍ରମୁଖ ଦାବିଦାର ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଯଦି…

ବଜ୍ରପାତ ନେଲା ଚାଷୀଙ୍କ ଜୀବନ

ସିମୁଳିଆ:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର କଳାଶୁଣି ଗ୍ରାମରେ ଅଘଟଣ । ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ। କଳାଶୁଣି ଗ୍ରାମର ଭରତ ଦାସଙ୍କ ୩୮ ବର୍ଷୀୟ ପୁଅ ପ୍ରଶାନ୍ତ କୁମାର ଦାସ ନିଜ ଚାଷଜମିରେ ଧାନ କାମ କରୁଥିବା ବେଳେ ହଠାତ୍ ପ୍ରବଳ ବର୍ଷା ସହ ବଜ୍ରପାତ…

Mob attacks Assam Rifles camp:ଆସାମ ରାଇଫଲ୍ସ ଶିବିର ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ;ଫିଙ୍ଗିଲେ ପଥର,ଜାଳିଦେଲେ…

ନୂଆଦିଲ୍ଲୀ: ଜୁଲାଇ ୧୪-୧୫ ରାତିରେ ଏକ ଅଶାନ୍ତ ଭିଡ ମଣିପୁରର ସେନାପତି ସହରରେ ଆସାମ ରାଇଫଲ୍ସ ଶିବିର ଉପରେ ପଥର ମାଡ଼ କରିଥିଲେ, ନିଆଁ ଲଗାଇ ଦେଇଥିଲେ ଏବଂ ଭଙ୍ଗାରୁଜା କରିଥିଲେ, ଫଳରେ ବାହିନୀର ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଜନତା ଦୁଇଟି ଟ୍ରକକୁ ମଧ୍ୟ ଓଲଟାଇ ଦେଇଥିଲେ। ଏହା ପରେ…

ବଦଳିବ ଓଡ଼ିଶାର ଭାଗ୍ୟ: ୨୦୩୧ ସୁଦ୍ଧା ଅପହଞ୍ଚ ଇଲାକାରେ ପହଞ୍ଚିବ ବିକାଶର ରାସ୍ତା

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ସଂଯୋଗୀକରଣକୁ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୩୦,୦୦୦ କୋଟିରୁ ଅଧିକ ଟଙ୍କାର…

Puri Rath Yatra 2026:ସିଂହଦ୍ୱାର ଚକଡାରେ ତିନି ରଥ;ସକାଳ ସାଢ଼େ ୯ରେ ପହଣ୍ଡି, ରଥଟଣା ସମୟ…

ପୁରୀ:ରାତି ପାହିଲେ ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଵୀକୃତି କ୍ରମେ ନୀତି ନିର୍ଘଣ୍ଟ…

ସତର୍କ ସଂକେତ ଉପରେ ଜଳକା ନଦୀର ଜଳସ୍ତର; ଚିନ୍ତାରେ ନଦୀକୂଳବାସୀ

ବସ୍ତା:ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସତର୍କ ସଂକେତ ଉପରେ ଜଳକା ଜଳସ୍ତର । ବାଲେଶ୍ଵର ଜିଲା ବସ୍ତା ବ୍ଲକର ମଥାନୀ ଠାରେ ଜଳକାର ସତର୍କ ସୂଚନା ୬.୦୦ ମିଟର ଥିଲାବେଳେ ବିପଦ ସଂକେତ ୬.୫୦ ମିଟର ରହିଛି । ବୁଧବାର ସକାଳ ୮ଟା…