Latest Odisha News

BREAKING NEWS

କକପିଟ୍‌ର ଗୁମର କାହିଁକି ରହସ୍ୟ? ଏୟାର ଇଣ୍ଡିଆ ଦୁର୍ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ଆଭିମୁଖ୍ୟ

ନୂଆଦିଲ୍ଲୀ: ଗତବର୍ଷ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ (AI 171) ଦୁର୍ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ୨୬୦ ଜୀବନ ନେଇଥିବା ଏହି ଭୟଙ୍କର ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ, ଏବେ 'କକପିଟ୍ ଭଏସ୍ ରେକର୍ଡର'କୁ ନେଇ ସୁପ୍ରିମକୋର୍ଟରେ ଏକ ବଡ଼ ବିବାଦ…

ପୂର୍ବତନ IICଙ୍କ ବଢିଲା ଅଡୁଆ: ଗଞ୍ଜେଇ ମାଫିଆ ସହ ଲିଙ୍କ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍

ବୌଦ୍ଧ: ଓଡ଼ିଶାରେ ଆଇଆଇସି (IIC) କିମ୍ବା ପୋଲିସ ଅଧିକାରୀଙ୍କ ଗଞ୍ଜେଇ ବେପାରୀଙ୍କ ସହ ସମ୍ପର୍କ ଏବଂ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗ ନୂଆ ନୁହେଁ। ବିଭିନ୍ନ ସମୟରେ ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏହି ଗଞ୍ଜେଇ ଚାଲାଣ ମାମଲାରେ ପୁଣି ଚର୍ଚ୍ଚାରେ ବୌଦ୍ଧ ପୋଲିସ। ଗଞ୍ଜେଇ ମାଫିଆଙ୍କ…

୨୦ ବର୍ଷ ପରେ ବଦଳିଲା ବେଙ୍ଗଲର ହାୱା: କୋଲକାତା ମାଟିରେ ପୁଣି ପାଦ ଥାପିବେ ‘ଲଜ୍ଜା’ର ଲେଖିକା ତସଲିମା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ କ୍ଷମତା ପରିବର୍ତ୍ତନ ହେବା ସହ ଏବେ ବେଙ୍ଗଲରେ ଅନେକ ପୁରୁଣା ବ୍ୟବସ୍ଥାର ଅନ୍ତ ଘଟୁଛି ଏବଂ ନୂଆ ଅଧ୍ୟାୟର ଆରମ୍ଭ ହେଉଛି। ପ୍ରାୟ ୨ ଦଶନ୍ଧିର ଲମ୍ବା ବ୍ୟବଧାନ ପରେ କୋଲକାତା ମାଟିକୁ ଫେରୁଛନ୍ତି ବାଂଲାଦେଶର ବହୁଚର୍ଚ୍ଚିତ ତଥା ବିବାଦୀୟ ଲେଖିକା ତସଲିମା…

ରଥଯାତ୍ରା ପାଇଁ କଡ଼ା ହେଲା ଟ୍ରାଫିକ୍ ବ୍ୟବସ୍ଥା, ବଡ଼ଦାଣ୍ଡ ହେଲା ‘ନୋ ଭେହିକିଲ୍ ଜୋନ୍’

ପୁରୀ: ରାତି ପାହିଲେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୂର୍ଯ୍ୟ ଉଦୟକୁ ଅପେକ୍ଷା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପୁରୀରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୁପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ…

Aamir Khan Reaction: ‘ଲଭ୍ ଜିହାଦ’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଆମିର ଖାନ, କହିଲେ, ‘ ଆହୁରି…

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌରୀ ସ୍ପ୍ରାଟଙ୍କ ବିବାହକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଜୋର ଧରିଛି। ବିବାହ ପରେ ତାଙ୍କ ବିରୋଧରେ 'ଲଭ୍ ଜିହାଦ' ଅଭିଯୋଗ ହେବା ସହ ଜଣେ ମୁସଲିମ ଧର୍ମଗୁରୁ ତାଙ୍କ ବିରୋଧରେ ଫତୱା ମଧ୍ୟ ଜାରି କରିଛନ୍ତି। ଏହାକୁ ନେଇ…

ଆଉ ଚଳିବନି ମନମାନି, ସରକାରୀ ଡାକ୍ତର ଲେଖିବେ ଜେନେରିକ୍‌ ଔଷଧ

ଭଦ୍ରକ: ରୋଗୀଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରିବା ଲକ୍ଷ୍ୟରେ ସରକାର ଜେନେରିକ୍ ଔଷଧ ସେବନ ବିଷୟରେ କୁହନ୍ତି। ସରକାରୀ ଡାକ୍ତରଙ୍କୁ ମଧ୍ୟ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦିଆଯାଏ। ଏହାପରେ ବି ସରକାରୀ ଡାକ୍ତରଖାନାରେ ନାମିଦାମି ମେଡିସିନ ଲେଖାଯାଉଛି। ରୋଗୀ ଅଯଥାରେ ସେହି ମେଡିସିନ ବାହାରୁ…

Nepal Elephant Revenge: ୧୪ ବର୍ଷ ହେଲାଣି ଭୁଲିନି ହାତୀ, ଖୋଜି ଖୋଜି ମାରୁଛି…ନେଲାଣି ଗୋଟିଏ ପରିବାରର ୪ ଜୀବନ

କାଠମାଣ୍ଡୁ: ୧୪ ବର୍ଷ ହେଲାଣି, ଗୋଟିଏ ପରିବାର ପଛରେ ପଡିଛି ହାତୀ ଘର ଛାଡିଲେ…ଗାଁ ବି ଛାଡିଲେ କିନ୍ତୁ ପିଛା ଛାଡିଲାନି ହାତୀ ନେପାଳର ଗୋଟିଏ ପରିବାରର କାହାଣୀ ଏବେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ୧୪ ବର୍ଷ ହେଲାଣି ପରିବାର ପାଇଁ ଯମ ପାଲଟିଛି ଗୋଟିଏ ଜଙ୍ଗଲୀ ହାତୀ । ଗୋଟିଏ…

ବିଗୁଡୁଛି ସୋନମ ୱାଙ୍ଗଚୁକ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା, ଦେଶବ୍ୟାପୀ ଆମରଣ ଅନଶନ…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ଅନଶନକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଅନଶନରେ ଥିବା ସୋନମ ୱାଙ୍ଗଚୁକ୍‌ଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି। ତାଙ୍କ ଅବସ୍ଥାକୁ ଦେଖି କକ୍ରୋଚ୍ ଜନତା ପାର୍ଟି ଜୁଲାଇ ୧୬ରୁ ଏକ ସାମୁହିକ ଅନଶନ ଘୋଷଣା କରିଛି।…

ସୋନମଙ୍କ ସମର୍ଥନରେ ବାହାରିଲେ “ଥ୍ରୀ ଇଡିଅଟ୍ସ”ର ଚତୁର

ମୁମ୍ବାଇ: ସୋନମ ୱାଙ୍ଗଚୁକ୍ ଙ୍କୁ ସମର୍ଥନ ଜଣାଇଛନ୍ତି "ଥ୍ରୀ ଇଡିଅଟ୍ସ"ର ଚତୁର। ଯିଏକି ଗତ ୧୭ ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ବସିଛନ୍ତି। ଚତୁର ରାମଲିଙ୍ଗମ୍, ଯାହାଙ୍କୁ ଓମି ବୈଦ୍ୟ ମଧ୍ୟ କୁହାଯାଏ ସେ ସୋନମଙ୍କୁ ସମର୍ଥନ ଜଣାଇ କହିଛନ୍ତି ଯେ ତାଙ୍କ ଜୀବନ ଯାଉ ବୋଲି ସେ…

Wangchuk’s Hunger Strike: ସଙ୍କଟରେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ, ୧୮ ଦିନ ହେଲାଣି ପାଟିକୁ ନେଇନାହାନ୍ତି…

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ସାମାଜିକ କର୍ମୀ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ବୁଧବାର ୧୮ତମ ଦିନରେ ପହଞ୍ଚିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି।…