indian youth files complaint:ରୁଷିଆରେ ଭାରତୀୟ ଯୁବକଙ୍କୁ ଅତ୍ୟାଚାର, ମୋଦିଙ୍କୁ ପଠେଇଲେ ମେସେଜ୍
ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି। ଗୁଜରାଟର ଜଣେ ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ସେ ବର୍ଣ୍ଣନା କରିଛନ୍ତି, କିପରି ତାଙ୍କୁ ରୁଷିଆ ସେନାରେ ଯୋଗଦେବା ପାଇଁ ଚାପ…