Latest Odisha News

BREAKING NEWS

ଆସନ୍ତାକାଲିଠାରୁ କମିବ ବର୍ଷାର ପରିମାଣ, ପୁଣି ୧୪ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଶନିବାର ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କତା…

ଏହି ପ୍ରାଣୀର ନୀଳରକ୍ତ ମଣିଷ ପାଇଁ ସଞ୍ଜିବନୀ…

ନୂଆଦିଲ୍ଲୀ: କୌଣସି ମଣିଷ କିମ୍ବା ପ୍ରାଣୀଙ୍କ ଶରୀରରେ ରକ୍ତ ରହିବା ଏହାର ଜୀବନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ପ୍ରାଣୀ ଅଛି ଯାହାର ରକ୍ତ ବଜାରରେ ଲିଟର ପିଛା ୧୦ ଲକ୍ଷ ଟଙ୍କା ରହିଛି। ଯକୌଣସି ଜୀବର ବଞ୍ଚିବା ପାଇଁ ଅମ୍ଳଜାନ ଏବଂ ରକ୍ତ ସବୁଠାରୁ…

ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକ ନିଲମ୍ବିତ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତିକଙ୍କୁ ନିଲମ୍ବିତ କରାଯାଇଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲାରେ ସମ୍ପୃକ୍ତି ଥିବା ଯୋଗୁଁ ତାଙ୍କୁ କୋରାପୁଟ ଦୁର୍ନୀତି ନିବାରଣ ଦ୍ୱାରା ଗତ ୨ ତାରିଖରେ ଗିରଫ କରାଯାଇ ୧୪ ତାରିଖ…

ବାଂଲାଦେଶରେ ଥମୁନି ହିଂସା; ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଇସ୍ତଫା!

ଢାକା: ବାଂଲାଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଓବାଇଡୁଲ ହାସନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟକୁ ଘେରି ରହିବା ସହ ପ୍ରଧାନ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ। ଢାକା ଟ୍ରିବ୍ୟୁନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ୬୫ ବର୍ଷୀୟୱପ୍ରଧାନ…

ପୁରୀ ସମୁଦ୍ର ତଟରେ ପଇଁତରା ମାରୁଛି ପାଞ୍ଚଟି ଯୁଦ୍ଧ ଜାହାଜ

ପୁରୀ: ପୁରୀ ସମୁଦ୍ର ତଟରେ ଆଜି ଡେରା ପକାଇଛି ନୌସେନାର ପାଞ୍ଚଟି ଯୁଦ୍ଧ ଜାହାଜ। ଦିଗବାରେଣୀ ନିକଟ ବେଳାଭୂମିରେ ପଇଁତରା ମାରୁଛି ଏହି ସବୁ ଯୁଦ୍ଧ ଜାହାଜ। ସୂଚନା ଅନୁଯାୟୀ ପ୍ରତ୍ୟକ ବର୍ଷ ଭଳି ନୌସେନା ଦିବସ ଏଥର ପୁରୀରେ ପାଳନ ନେଇ ଆଜି ପ୍ରାଥମିକ ସର୍ଭେ କରାଯାଇଥିଲା। ନୌସେନା ଦିବସକୁ…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ୍ ମୁଖ୍ୟ, ଏହି ସବୁ ଦିଗ ଉପରେ କଲେ ଆଲୋଚନା

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସ ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ…

ମୁଁ ଓ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛୁ; ଭାଇରାଲ ଭିଡିଓ ପଛର ସତ… 

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ନିଜର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପାର୍ଟି ଓ ଫଙ୍କସନରେ ଦୁହିଁଙ୍କୁ ଏକାଠି ଦେଖାଯାଉନାହିଁ, ଫଳରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁ ନାହିଁ। ଏହାରି ମଧ୍ୟରେ…

ପ୍ରତାରଣା ସହିପାରିଲାନି ପ୍ରେମିକା, ପେଟ୍ରୋଲ ଢାଳି ପ୍ରେମିକ ଘରେ ଲଗାଇଲା ନିଆଁ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରତାରଣାର ପ୍ରତିଶୋଧ ନେବାକୁ ପ୍ରେମିକଙ୍କ ଘରେ ନିଆଁ ଲଗାଇଦେଲେ ପ୍ରେମିକା ଓ ତାର ସାଙ୍ଗ । ନିଆଁକୁ ଆୟତ୍ତ କଲେ ଗ୍ରାମବାସୀ । ଖବରପାଇ ବାସୁଦେବପୁର ପୋଲିସ ଦୁଇ ଯୁବତୀଙ୍କୁ…

ଅଦାନୀଙ୍କ ପରେ ଆଉ କିଏ ଟାର୍ଗେଟରେ, ଭାରତୀୟ ବଜାରକୁ ପୁଣି ଦୋହଲାଇବ କି ହିଣ୍ଡେନବର୍ଗ… 

ନୂଆଦିଲ୍ଲୀ: ହିଣ୍ଡେନବର୍ଗ। ଆମେରିକାର ଏହି ସର୍ଟ ସେଲିଂ କମ୍ପାନୀ ଗୌତମ ଅଦାନୀଙ୍କୁ ଏଭଳି ଟାର୍ଗେଟ କରିଥିଲା ଯେ ଆଜି ପର୍ଯ୍ୟନ୍ତ ଅଦାନୀ ଗ୍ରୁପ୍ ଭୁଲିପାରୁନଥିବ। ଏହି ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ଭାରତରେ ଆଉ ଏକ ବଡ ବିସ୍ଫୋରଣ କରିବାକୁ ଯାଉଛି। କମ୍ପାନୀ 'ଏକ୍ସ'ରେ ଏକ ପୋଷ୍ଟ…

କେମିତି ୧୦ଘଣ୍ଟାରେ ୪.୬କେଜି ଓଜନ କମାଇଲେ ଅମନ ସେହରାଓ୍ବତ?

ପ୍ୟାରିସ: ଅଚାନକ ବଢିଲା ରେସଲର ଅମନ ସେହରାଓ୍ବତଙ୍କ ଓଜନ । ସାରା ରାତି ଅନିଦ୍ରା ରହି ୧୦ଘଣ୍ଟାରେ କମାଇଲେ ୪.୬ କେଜି ଓଜନ । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ଅମନ ସେହରାଓ୍ବତ । ତେବେ ଅଲିମ୍ପିକ୍ସ ପଦକ ଯାଏଁ ଅମନଙ୍କ ଯାତ୍ରା ଏତେ ସହଜ ନଥିଲା ।…