ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୪)
ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
ଖାଁ.. ଖାଁ ଖାଇଗୋଡ଼ାଉଥିଲା ତାଙ୍କର ଘର ଅଗଣା, ବାଡ଼ି-ଖଳାବାଡ଼ି, ଘସିଭାଡ଼ି, ପୋଖରୀତୁଠ, କୂଅମୂଳ ସବୁ କୋଣ ଅନୁକୋଣ । କେଜାଣି
କେଉଁଟି ତାଙ୍କୁ ଶାନ୍ତି ଲାଗୁନଥିଲା । ଈଶ୍ୱର ବୋଉ ଚୁପ୍ଚାପ ବସିଥିଲା ଦୋକଡ଼ିରେ ।
ଦୋକଡ଼ିର କୋଣକୁ…