ଭାଙ୍ଗୁଛି ମାଓଗଡ; ଗତ ୨ ବର୍ଷରେ ଛତିଶଗଡ଼ରେ ମଲେଣି ୯୯୫ରୁ ଅଧିକ ନକ୍ସଲ
ମାଲକାନଗିରି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସମେତ ଦେଶରୁ ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ଘନ ଘନ ଏନକାଉଣ୍ଟର୍ । ଯେଉଁଥିରେ ଗତ ଦୁଇ ବର୍ଷରେ ଛତିଶଗଡ଼ରେ ୯୯୫ରୁ ଊର୍ଦ୍ଧ୍ବ ନକ୍ସଲଙ୍କ ମୃତ୍ୟୁ…