Latest Odisha News

BREAKING NEWS

ମୋହନ ସରକାରରଦୁଇ ବର୍ଷ ପୂରଣ: ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର ସଫଳତାର ସହ ନିଜ ଶାସନ କାଳର ଦୁଇ ବର୍ଷ ପୂରଣ କରିଛି। ଏହି ବିଶେଷ ତଥା ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ ଗଭୀର କୃତଜ୍ଞତା ଜଣାଇଛନ୍ତି। ଲୋକଙ୍କ…

WHO on Food Safety: ବାହାର ଖାଇବା ଖାଉଛନ୍ତି କି? ଖରାପ ଖାଇବା ଯୋଗୁଁ ପ୍ରତିବର୍ଷ ଯାଉଛି ୧୫ ଲକ୍ଷ ଜୀବନ

ନୂଆଦିଲ୍ଲୀ: କ’ଣ ଆପଣ ଏବଂ ଆପଣଙ୍କ ପିଲାମାନେ ବି ବାସି ଏବଂ ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କି? ସାବଧାନ୍! ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ। ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରକାଶିତ ନୂଆ ଆକଳନ ଆପଣଙ୍କ ହୋସ୍ ଉଡାଇଦେବ ।…

ଟ୍ରେନରେ ମିଳିବ ସ୍ୱାସ୍ଥ୍ୟକର ଖାଦ୍ୟ: ୮୦୦ ରୋଷେଇ ଘରେ ଏଆଇ କ୍ୟାମେରା ଲଗାଇବ ଆଇଆରସିଟିସି

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଟ୍ରେନରେ ମିଳୁଥିବା ଖାଦ୍ୟର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍…

Thief Prays To Lord: ଭଗବାନଙ୍କଠୁ ହାତ ଯୋଡି ନେଲା ଆଜ୍ଞା! ପରେ ମନ୍ଦିରରୁ ଲୁଟି ନେଲା ଟଙ୍କା…

ରାଉରକେଲା: ହେ ପ୍ରଭୁ ମୋତେ କ୍ଷମା କରିଦେବ… ହାତ ଯୋଡିଲା, ପ୍ରଣାମ କଲା ଚୋରି କରିବା ପୂର୍ବରୁ ନେଲା ଭଗବାନଙ୍କ ଆଜ୍ଞା! ଶେଷରେ ଟେକିନେଲା ମନ୍ଦିର ହୁଣ୍ଡି କିଛି ଏପରି ରୋଚକ ଚୋରିର ଭିଡିଓ ଏବେ ସାମ୍ନାକୁ ଆସିଛି ରାଉରକେଲାରୁ । ଯେଉଁଠି ଚୋର ମନ୍ଦିରରୁ ଚୋରି କରିବା…

ଟିଏମସିରେ ବଢୁଛି ଅସନ୍ତୋଷ: ବିଧାୟକଙ୍କ ପରେ ଏବେ ସାଂସଦଙ୍କ ବିଦ୍ରୋହ ସମ୍ଭାବନା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ନିକଟରେ ଦଳର କିଛି ବିଧାୟକ ବିଦ୍ରୋହ କରିଥିବା ବେଳେ ଏବେ ସାଂସଦମାନେ ମଧ୍ୟ ଅସନ୍ତୋଷ ପ୍ରକାଶ…

ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ…

କେନ୍ଦ୍ରାପଡା: ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ। ଏହି ପ୍ରବାସୀ ଶ୍ରମିକ ମାନେ ଏକ ଭିଡିଓ ବାର୍ତ୍ତା ଜାରି କରି ସେମାନଙ୍କୁ ଉଦ୍ଧାର ପାଇଁ ଓଡିଶା ସରକାର ଏବଂ ସ୍ଥାନୀୟ ସାଂସଦଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ଆଳି ଅଞ୍ଚଳର ଏହି ପ୍ରବାସୀ ଶ୍ରମିକଙ୍କୁ…

ପ୍ରଖ୍ୟାତ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ, କଳା ଇତିହାସବିଜ୍ଞାନୀ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବୁଧବାର ରାତିରେ ଭୁବନେଶ୍ୱର ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୨୬ ଏପ୍ରିଲ, ୧୯୩୬ରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ…

ଛୁଇଁଲା ମୌସୁମୀ: କେରଳର ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ଓଡ଼ିଶା ପାଇଁ ପାଣିପାଗ ବିଭାଗର ବଡ଼ ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ସହିତ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସେଠାକାର ୩ଟି ଜିଲ୍ଲା ପାଇଁ 'ଅରେଞ୍ଜ ଆଲର୍ଟ' ଜାରି କରାଯାଇଛି। ଏଥିସହିତ,…

ଆମ୍ବ ଉତ୍ପାଦନରେ ଭାରତ ‘ରାଜା’, କିନ୍ତୁ ବିଶ୍ୱ ରପ୍ତାନି ବଜାରରେ ମେକ୍ସିକୋ କାହିଁକି ଆଗରେ? ଜାଣନ୍ତୁ…

ବିଶ୍ୱରେ ସବୁଠାରୁ ଅଧିକ ଆମ୍ବ ଉତ୍ପାଦନ କରୁଥିବା ଦେଶ ହେଉଛି ଭାରତ। ଆମ ଦେଶର ଆଲଫୋନସୋ, କେଶର, ଲଙ୍ଗଡ଼ା ଏବଂ ଦଶହରୀ ଭଳି ସ୍ୱାଦିଷ୍ଟ ଆମ୍ବର ଚାହିଦା ବିଭିନ୍ନ ଦେଶରେ ରହିଛି। କିନ୍ତୁ ଯେତେବେଳେ ଆନ୍ତର୍ଜାତୀୟ ରପ୍ତାନି ବଜାର କଥା ଆସେ, ସେତେବେଳେ ଭାରତକୁ ପଛରେ ପକାଇ ମେକ୍ସିକୋ ବାଜି…

ସୂର୍ଯ୍ୟ କୁମାରଙ୍କୁ ଝଟ୍‌କା; କିଏ ହେବେ ଟି-୨୦ର ନୂଆ କ୍ଯାପଟେନ୍ ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟି-୨୦ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳକୁ ମିଳିପାରେ ଜଣେ ନୂଆ ଅଧିନାୟକ। ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଏବେ ଜଣେ ଷ୍ଟାର୍ ଖେଳାଳିଙ୍କୁ…