Mamata’s Lok Sabha Plan: ଦିଦିଙ୍କ ଶେଷ ଅସ୍ତ୍ର…ଲୋକସଭା ଏଣ୍ଟ୍ରି?
ନୂଆଦିଲ୍ଲୀ: ଲୋକସଭାରେ ମମତାଙ୍କ ଏଣ୍ଟ୍ରି?
ବଦଳାଇ ଦେବ କି ଟିଏମସି ଭାଗ୍ୟ?
ବୁଡୁଥିବା ଟିଏମସି ଡଙ୍ଗାକୁ କୂଳରେ ଲଗାଇବା ପାଇଁ ଏବେ ଶେଷ ଚାଲ୍ ଚଲାଇବାକୁ ଚାଉଛନ୍ତି ମୁଖିଆ ମମତା ବାନାର୍ଜି । ଗୋଟେ ପଟେ ବଙ୍ଗ ହାତରୁ ଗଲା, ଆଉ ଏବେ ଫାଳ ଫାଳ ହେବାକୁ ବସିଲାଣି ତୃଣମୂଳ…