Latest Odisha News

BREAKING NEWS

ରାଜଧାନୀ ରାଜରାସ୍ତାରେ ମହିଳା ସରପଞ୍ଚଙ୍କ ଜିଦ୍: ‘ନ୍ୟାୟ ନ ମିଳିବା ଯାଏଁ ଉଠିବିନି…’ ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ଲୋୟର ପିଏମଜି ଛକରେ ଏବେ ଦେଖିବାକୁ ମିଳିଛି ଜଣେ ମହିଳା ଲୋକପ୍ରତିନିଧିଙ୍କ ଅସନ୍ତୋଷର ନିଆଁ। ନ୍ୟାୟ ଦାବିରେ ଆମରଣ ଅନଶନରେ ବସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ସରକାରୀ ବାବୁଙ୍କ ମନମାନି ଏବଂ…

୧୮ ବର୍ଷ ପରେ ଚେନ୍ନାଇର ହେଡ କୋଚ ପଦରୁ ଓହରିଲେ ଫ୍ଲେମିଂ, ଧୋନୀ ହେବେ କି ମେଂଟର

ଚେନ୍ନାଇ: ୧୮ ବର୍ଷ ପରେ ଆଇପିଏଲର ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ହେଡ କୋଚ ଷ୍ଟିଫେନ ପ୍ଲେମିଂ ଦଳ ଛାଡିଛନ୍ତି । ସିଏସକେ ମ୍ୟାନେଜମେଂଟ କାହାକୁ ପରବର୍ତୀ ମେଂଟର କରିବେ ଘୋଷଣା କରି ନ ଥିଲେ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ଏ ନେଇ ସ୍ୱତଃ ଉଠିଛି । ଧୋନୀ ମଧ୍ୟ ଏ ସମ୍ପର୍କରେ କିଛି…

ରାସ୍ତା କଡ଼ରେ ପଡ଼ିଥିଲା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଭର୍ତ୍ତି ବ୍ୟାଗ୍! ତା’ପରେ ମହିଳା ଜଣକ ଯାହା କଲେ, ଶୁଣିଲେ ଆପଣ…

ଭୁବନେଶ୍ୱର: ଆଜିକାଲିର ସ୍ୱାର୍ଥପର ଦୁନିଆରେ ଲୋକେ ନିଜ ଫାଇଦା ପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି। ବିଶେଷ କରି ଟଙ୍କା ପାଇଁ ଭାଇ ଭାଇ ମଧ୍ୟରେ ସମ୍ପର୍କ ତୁଟି ଯାଉଥିବା ବେଳେ, ଏମିତି ଏକ ଘଟଣା ଭଦ୍ରକ ରେ ଦେଖିବାକୁ ମିଳିଛି, ଯାହା ପ୍ରମାଣିତ କରିଛି ଯେ ଆଜି ବି ମଣିଷ ପଣିଆ ବଞ୍ଚିଛି।…

ମହିଳା ଟେଷ୍ଟ କ୍ରିକେଟ:ଲର୍ଡସରେ ଐତିହାସିକ ବିଜୟ ହାସଲ କଲା ଭାରତ

ଲଣ୍ଡନ: ୧୪୨ ବର୍ଷ ପରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଖେଳା ଯାଇଥିବା ମହିଳା କ୍ରିକେଟ ଟେଷ୍ଟରେ ଭାରତ ବିଜୟ ହାସଲ କରି ଇତିହାସ ରଚିଛି । ଇଂଲଣ୍ଡ ବିପକ୍ଷ ଏହି ସ୍ମରଣୀୟ ମ୍ୟାଚରେ ଭାରତ ୨୭୦ ବୃହତ ବ୍ୟବଧାନରେ ଜିତିଥିଲା । ସମସ୍ତ ବିଭାଗରେ ଟିମ ଇଣ୍ଡିଆର ଖେଳାଳିମାନେ…

ଭାରତ – ନେପାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ; ଉର୍ଜା ସହଯୋଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଉର୍ଜା ସହଯୋଗକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଏହି ସପ୍ତାହରେ କାଠମାଣ୍ଡୁରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଏବଂ ମିଳିତ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ। ଜଣେ ଅଧିକାରୀ ରବିବାର ସୂଚନା ଦେଇ କହିଛନ୍ତି ଯେ ଏହି ବୈଠକଗୁଡ଼ିକ ଜୁଲାଇ ୧୪ ଏବଂ ୧୫…

ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ! ଆପାର୍ଟମେଣ୍ଟ ନିକଟରୁ ମିଳିଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ସନ୍ଦେହଜନକ ପରିସ୍ଥିତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବାବେଳେ, ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଯାଞ୍ଚ ପରେ ଜଣାପଡିଛି…

କଳାହାଣ୍ଡିରେ ପୁଣି ଦେଖାଗଲା କୁମ୍ଭୀର;ବନ ବିଭାଗ କଲା ଉଦ୍ଧାର

ଭବାନୀପାଟଣା:କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ । ସୋମବାର ଜୟପାଟଣା ବ୍ଲକ ଭାଲୁ ବୁଟୁରା ନାଳ(ଜୋର)ରେ ଏକ କୁମ୍ଭୀର ଦେଖିବାକୁ ମିଳିଛି । ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନ ବିଭାଗର ରେସକ୍ୟୁ ଟିମ ପହଞ୍ଚି ବନ ବିଭାଗ ଉଦ୍ଧାର କରିଛନ୍ତି । ଏହା ପୂର୍ବରୁ ଜୁନାଗଡ଼ ବ୍ଲକ ହାତୀ ନଦୀର…

Rath Yatra 2026:ତିନି ଠାକୁରଙ୍କ ରଥରେ ଶୋଭା ପାଇବ ସୋଲ ଫୁଲ; ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଭୋଇ ପରିବାର

ପୁରୀ: ଆଉ ମାତ୍ର ୩ ଦିନ ପରେ ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ପାଇଁ ଏବେଠୁ ଭକ୍ତମାନେ ବ୍ୟାକୁଳ। ଏପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ରଥ ପଥ ସମସ୍ତେ ପ୍ରସ୍ତୁତ । ତେବେ ମହାପ୍ରଭୁଙ୍କ ଦିବ୍ୟ ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ସୋଲ ଫୁଲ । ରଥ ଗଡ଼ିବା ବେଳେ ସୋଲ…

ଦୁର୍ନୀତି ଓ ଅନିୟମିତତା ଅଭିଯୋଗ; ପୂର୍ବତନ ରେଞ୍ଜରଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପୂର୍ବତନ ରେଞ୍ଜର । ସୁନ୍ଦରଗଡ଼ କୋଇଡ଼ା ଖଣି ଅଞ୍ଚଳର ପୂର୍ବତନ ରେଞ୍ଜର ପ୍ରସନ୍ନ କୁମାର ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଗତ ୩୦ ଜୁନ୍‌ରେ ସେ ଅବସର ନେଇଥିଲେ । ହେଲେ ନିଜ କାର୍ଯ୍ୟକାଳ ମଧ୍ୟରେ କରିଥିବା ଏକାଧିକ ଦୁର୍ନୀତି କାରଣରୁ ସେ ଆଜି ଭିଜିଲାନ୍ସ…

ବାଲେଶ୍ବର କୋର୍ଟକୁ ମିଳିଛି ବୋମା ଧମକ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ବାଲେଶ୍ବର: ସମ୍ବଲପୁର ଓ ଅନୁଗୋଳ ପରେ ଆଜି ଗୋଟିଏ ଦିନରେ ବାଲେଶ୍ବର କୋର୍ଟକୁ ମିଳିଛି ବୋମା ଧମକ । ବାଲେଶ୍ବର ଜିଲ୍ଲ ଦୌରାଜଜ କୋର୍ଟକୁ ଆସିଛି ବୋମା ଧମକ। କୋର୍ଟକୁ ବୋମାରେ ଉଡାଇ ଦେବାକୁ ବିଚାରପତିଙ୍କ ନିକଟକୁ ଆସିଛି ଅଜଣା ଇମେଲ୍ । ଧମକ ଆସିବା ପରେ କୋର୍ଟ ପରିସରରେ…